Browsing Tag

India Vs australia

ଦ୍ବିତୀୟ ଟି୨୦ରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ଠାରୁ ୪ ୱିକେଟରେ ପରାସ୍ତ

ମେଲବୋର୍ଣ୍ଣ : ଦ୍ବିତୀୟ ଟି୨୦ରେ ଭାରତକୁ ୪ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ । ଆଜି ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମନା କରିଥିବା ଭାରତୀୟ ଦଳ ମାତ୍ର ୧୨୫ ରନ୍ କରି ପାରିଥିଲା । ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରି…

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ, ପ୍ରଥମ ଦୁଇ ମ୍ୟାଚ୍‌ ହାରି ଚାପରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚ ଜିତି ଆଗୁଆ ସିରିଜ୍ କବଜା କରିନେଇଛି କଙ୍ଗାରୁ ଟିମ୍ ।  ଆଜି ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ଖେଳିବ ଭାରତ । କୋହଲିଙ୍କ ଦୁଇଟି ଡକ୍ ପରେ ଆଜିର ପ୍ରଦର୍ଶନ ଉପରେ ନଜର ରହିଛି। ଏହାସହ ହିଟମ୍ୟାନଙ୍କ ବ୍ୟାଟରୁ ବଡ…

ଚାମ୍ପିଅନ୍ସ ଟ୍ରଫିର ଆଜି ପ୍ରଥମ ସେମି ଟକ୍କର, ଫାଇନାଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ଆଜି ସେମି ଟକ୍କର । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଫାଇନାଲରେ ପ୍ରବେଶ ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ଅପରାହ୍ନ 2ଟା 30 ମିନିଟରେ ମ୍ୟାଚ ଆରମ୍ଭ ହେବ । ମଇଦାନକୁ ଓହ୍ଲାଇବାକୁ ରୋହିତ…

ମେଲବର୍ଣ୍ଣ ଟେଷ୍ଟ : ଚତୁର୍ଥ ଦିନ ଖେଳ ଶେଷ, ଭାରତ ଠାରୁ ଅଷ୍ଟ୍ରେଲିଆ ୩୩୩ ରନରେ ଆଗୁଆ

ମେଲବର୍ଣ୍ଣ : ଚତୁର୍ଥ ଟେଷ୍ଟର ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଇନିଂସରେ ଘରୋଇ ଅଷ୍ଟ୍ରେଲିଆ ଦଳ ଆଉ ଗୋଟିଏ ୱିକେଟ୍ ହାତରେ ଥାଇ ୨୨୮ ରନ୍ କରିଛି । ଫଳରେ ଭାରତ ଠାରୁ କଙ୍ଗାରୁ ଦଳ ଏବେ ମୋଟ୍ ୩୩୩ ରନରେ ଆଗୁଆ ରହିଛି । ଆଜିର ଷ୍ଟମ୍ପସ ଅପସାରଣ ବେଳକୁ ବୋଲାଣ୍ଡ ୧୦ ଓ ଲାୟନ୍ ୪୧…

ମେଲବୋର୍ଣ୍ଣ ଟେଷ୍ଟ : ଚାରିଟି ଅର୍ଦ୍ଧଶତକ ବଳରେ ଭାରତ ବିପକ୍ଷରେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ : ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଅଷ୍ଟ୍ରେଲିଆ ଦଳ କରିଛି ୬ ୱିକେଟରେ ୩୧୧ ରନ୍ । ପ୍ରଥମ ଓ ଦ୍ବିତୀୟ ଭାଗର ଖେଳ ଅଷ୍ଟ୍ରେଲିଆ ଅଧିନରେ ରହିଥିବା ବେଳେ ଶେଷ ଭାଗରେ ଭାରତୀୟ ବୋଲର ପ୍ରତ୍ୟାବର୍ତ୍ତନ କରିଥିଲେ । ବିଶେଷ କରି ବୁମରାଙ୍କ ଆକ୍ରମଣ ଘାଇଲା କରିଥିଲା ଘରୋଇ ଦଳର…

ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ: ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ । ଭାରତୀୟ ସମୟ ସକାଳ ୯ଟା ୩୦ ମିନିଟରେ ଆଡିଲେଡରେ ଦିବା-ରାତ୍ର ମ୍ୟାଚ ଖେଳାଯିବ । ପିଙ୍କ ବଲ ଟେଷ୍ଟରେ ଭାରତୀୟ ଦଳର ନୂଆ ରଣନୀତି । ଆଡିଲେଡ୍ ଟେଷ୍ଟରେ ଓପନିଂ କରିବେନି ଅଧିନାୟକ ରୋହିତ ଶର୍ମା । ପାଳି ଆରମ୍ଭ କରିବେ ରାହୁଲ-ଯଶସ୍ବୀ ଯୋଡି । ପର୍ଥ…

ଦିନକ ପରେ ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ ନୂଆ ଆରମ୍ଭ କରିବ ?

ଆଉ ଦିନକ ପରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ । ବ୍ୟକ୍ତିଗତ କାରଣରୁ ଛୁଟିରେ ଅଛନ୍ତି…

ଇତିହାସ ରଚିଲା ୱେଷ୍ଟଇଣ୍ଡିଜ, ୨୭ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଜିତିଲା ଟେଷ୍ଟ

(କେନ୍ୟୁଜ): ଇତିହାସ ରଚିଲା ୱେଷ୍ଟଇଣ୍ଡିଜ । ୨୭ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଜିତିଲା ଟେଷ୍ଟ । ବ୍ରିସବେନ ଗାବାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ୮ ରନରେ ହରାଇଲା କାରିବିଆନ୍ ଦଳ । ୨୧୬ ରନର ପିଛା କରୁଥିବା ଅଷ୍ଟ୍ରଲିଆ ଦଳ ୨୦୭ ରନରେ ଅଲଆଉଟ୍ ହୋଇଯାଇଥିଲା । …

ଭାରତର ଐତିହାସିକ ବିଜୟ, ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ରଚିଲା ଇତିହାସ

ଯେତେବେଳେ କ୍ରିକେଟ୍ କଥା ଆସେ, ଭାରତର ଝିଅମାନେ ମଧ୍ୟ ଆଦୌ କମ୍ ନୁହଁନ୍ତି । ଆଜି ଅର୍ଥାତ ୨୪ ଡିସେମ୍ବର ୨୦୨୩ରେ ଟେଷ୍ଟ କ୍ରିକେଟ୍ ପିଚରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମହିଳା ଦଳକୁ ପରାସ୍ତ କରି ଏହା ପ୍ରମାଣ କରିଛନ୍ତି । ସମଗ୍ର ଭାରତୀୟ କ୍ରିକେଟ୍ ଫ୍ୟାନ୍ସମାନେ ଦୀର୍ଘ ୪୬ ବର୍ଷ ଧରି ଏହି…

ବିଶ୍ବକପର ବଦଲା ନେଲା ଭାରତ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ T20 ଜିତି ସିରିଜକୁ କଲା କବଜା

(କେନ୍ୟୁଜ): ବିଶ୍ବକପର ବଦଲା ନେଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷ T2O ସିରିଜକୁ ଆଗୁଆ କବଜା କରିଛି ଭାରତ । ରାୟପୁରରେ ଖେଳାଯାଇଥିବା ଚତୁର୍ଥ T20 ମ୍ୟାଚକୁ ୨୦ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଭାରତର ୧୭୫ ରନ ଟାର୍ଗେଟକୁ ପିଛା କରୁଥିବା କଙ୍ଗାରୁ ଟିମ ୭ ୱିକେଟ ହରାଇ ୧୫୪ ରନ କରିଥିଲା ।…

T20 ସିରିଜ ପ୍ରଥମ ମ୍ୟାଚ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍‌ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ

(କେନ୍ୟୁଜ): ବିଶାଖପାଟଣାରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । T20 ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି ଭାରତ । ୨୦୯ ରନର ବିଜୟ ଲକ୍ଷ୍ୟକୁ ଶେଷ ବଲରେ ନୋ ବଲ ଯୋଗୁଁ ମ୍ୟାଚ୍ ଜିତି ନେଇଛି ଭାରତ । ସୂର୍ଯ୍ୟକୁମାର ଏବଂ ଇଶାନ କିଶାନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ…

ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦ ବର୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ସୁପର ସନଡେରେ ସୁପର ଫାଇଟ । ଆଜି ବିଶ୍ବକପ ଟାଇଟଲ୍ ପାଇଁ ଲଢ଼ିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ହେବ ହାଇଭୋଟଲେଟ୍ ଫାଇନାଲ୍ ଫାଇଟ୍ । ୨୦ ବର୍ଷ ପରେ ବଦଲା ନେବ ଭାରତ । ଅଷ୍ଟ୍ରେଲିଆଠାରୁ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେବ ମେନ୍ ଇନ୍ ବ୍ଲୁ । ୨୦୨୩ରେ ହେବ ୨୦୦୩ ୱାର୍ଲଡ କପ୍ ପରାଜୟର…