Browsing Tag

india vs bangladesh 2nd t-20 result

ଦ୍ୱିତୀୟ ଟି-୨୦ ଜିତି ସିରିଜ୍‌କୁ ଫେରିଲା ଭାରତ, ୮ ଓ୍ଵିକେଟ୍‌ରେ ହାରିଲା ବାଂଲାଦେଶ

ରାଜକୋଟ :  ଠିକଣା ସମୟରେ ଅସଲ ରୂପ ଦେଖାଇଲା ଟିମ୍‌ ଇଣ୍ଡିଆ । ବାଂଲାଦେଶ ଠାରୁ ପ୍ରତିଶୋଧ ନେଇ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ଭାରତୀୟ ଦଳ । ୧୫୪ ରନ୍‌ ଲକ୍ଷ୍ୟର ପିଛା କରି ଘରୋଇ ଦଳ ୨ ଓ୍ଵିକେଟ୍‌ ହରାଇ ବିଜୟୀ ହୋଇଥିଲା । ଏହି ବିଜୟ ଫଳରେ ତିନି ମ୍ୟାଚ୍‌ ବିଶିଷ୍ଟ…