ଚହରଙ୍କ କମାଲ, ବାଂଲାଦେଶକୁ ହରାଇ ଟି-୨୦ ସିରିଜ୍ ଜିତିଲା ଭାରତ
ନାଗପୁର : ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ରେ ଭାରତ ୩୦ ରନ୍ରେ ବାଂଲାଦେଶକୁ ହରାଇ ୨-୧ରେ ସିରିଜ୍ ବିଜୟୀ ହୋଇଛି । ବାଂଲାଦେଶ ପୂରା ଦମ୍ରେ ଲଢ଼େଇ କରିଥିଲେ ମଧ୍ୟ ୧୯.୨ ଓଭରରେ ୧୪୪ ରନ୍ ହିଁ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଚହର ଅଆଶ୍ୟର୍ଶ୍ୟଯ୍ୟର୍ଯ୍ୟଜନକ .ବେୋଲିଂ କରି…