ଆଜିଠୁ ଧର୍ମଶାଳାରେ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ, ୩-୧ରେ ସିରିଜ ଆଗୁଆ ରହିଛି ଟିମ ଇଣ୍ଡିଆ
ଆଜି ଧର୍ମଶାଳାରେ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ। ୯ଟା ୩୦ରେ ଖେଳାଯିବ ମ୍ୟାଚ୍। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍। ୩-୧ରେ ସିରିଜ ଆଗୁଆ ରହିଛି ଟିମ ଇଣ୍ଡିଆ। ଆର୍. ଅଶ୍ବୀନ ଖେଳିବେ କ୍ୟାରିଅରର ଶହେ ତମ ଟେଷ୍ଟ…