Browsing Tag

india vs ireland

ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ : DLS ମେଥଡରେ ୨ ରନରେ ବିଜୟୀ ହେଲା ଇଣ୍ଡିଆ

ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ଜିତିଲା ଭାରତ । DLS ମେଥଡରେ ଭାରତ ୨ ରନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ବ୍ୟାରୀ ମ୍ୟାକକାର୍ଥାଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା । ଜବାବରେ ଭାରତ ୬ ଓଭର ୫…

ସିରିଜ୍‌ କ୍ଲିନ୍‌ ସୁଇପ୍‌: ଶେଷ ବଲ୍‌ରେ ଆର୍ୟଲାଣ୍ଡଠୁ ଜିତିଲା ଭାରତ

ସିରିଜ୍‌ କ୍ଲିନ୍‌ ସୁଇପ୍‌ । ଶେଷ ବଲ୍‌ରେ ଜିତିଲା ଭାରତ । ୪ରନରେ ଆର୍ୟଲାଣ୍ଡ ପରାସ୍ତ । ଏଥିସହ ଭାରତୀୟ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି । ଦୀପକ ହୁଡ୍ଡା ଚତୁର୍ଥ ଭାରତୀୟ ଭାବେ ଟି ଟେ୍ଵଣ୍ଟି କ୍ରିକେଟରେ ଶତକ ମାରିଛନ୍ତି । ସଞ୍ଜୁ ସାମସନ୍‌ ମଧ୍ୟ ପ୍ରଥମ ଅର୍ଦ୍ଧ ଶତକ ଅର୍ଜନ…

ଆୟର୍ଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ, ଆସନ୍ତାକାଲି ଦ୍ୱିତୀୟ ମ୍ୟାଚ୍‌

କେନ୍ୟୁଜ: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ । ପ୍ରଥମ ଟି -୨୦ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଛି । ବର୍ଷା ପାଇଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟରେ ୧୦୮ ରନ କରିଥିଲା । ଭାରତ ୯.୨…

ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ୍, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

ଆଜିଠୁ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜ । ଟିମ ଇଣ୍ଡିଆ ଏହି ସିରିଜ୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ । ଋତୁରାଜ ଗାଏକଓ୍ଵାଡ, ଇଶାନ କିଷାନ, ଆଭେଶ ଖାନ୍‌, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ଦଳକୁ ଫେରିଥିବା ଓ୍ଵିକେଟ କିପର ସଞ୍ଜୁ ସାମସନ ଓ…

ଆୟରଲାଣ୍ଡ ଟୁର ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଉପହାର ଦେଲା ବିସିସିଆଇ, ମିଳିଲା ୩ ଦିନିଆ ବ୍ରେକ

ଆୟରଲାଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ମିଳିଛି ବଡ ଉପହାର। ଟିମ୍‌ ଇଣ୍ଡିଆକୁ ଏହି ଉପହାର ଦେଇଛି ବିସିସିଆଇ। ସାଉଥ ଆଫ୍ରିକା ଟି-୨୦ ସିରିଜ ପରେ ଏବେ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆୟରଲାଣ୍ଡ ଯିବା ପୂର୍ବରୁ ଦଳକୁ ୩ ଦିନର ଏକ ଛୋଟ ବ୍ରେକ ଦିଆଯିବା ନେଇ ନିଷ୍ପତ୍ତି ନେଇଛି…

ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଅଧିନାୟକ ଦାୟିତ୍ୱ ସମ୍ବାଳିବେ ଅଲରାଉଣ୍ଡର…

ଆୟର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ଅଧିନାୟକ ଭାବେ ଦାୟିତ୍ୱ ସମ୍ବାଳିବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଚଳିତ ମାସ ୨୬ ଓ ୨୮ ତାରିଖରେ ଡବଲିନ୍‌ ଠାରେ ଉଭୟ ମ୍ୟାଚ ଖେଳାଯିବ…