କିଏ ହାତେଇବ ଚାମ୍ପିଅନ୍ସ ଟ୍ରଫି ? ୨୫ ବର୍ଷ ପରେ ନ୍ୟୁଜିଲାଣ୍ଡ ଠାରୁ ବଦଲା ଲକ୍ଷ୍ୟରେ ଭାରତର ମହା ରଣନୀତି
ଭାରତ ନା ନ୍ୟୁଜିଲାଣ୍ଡ କିଏ ହାତେଇବ ଚାମ୍ପିଅନ୍ସ ଟ୍ରଫି । ଆଜି ସୁପର ସଣ୍ଡେରେ ସୁପର ଫାଇଟ । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍ପ୍ରେମୀ ବି ଚାତକ ଭଳି ଚାହିଁ ବସିଛନ୍ତି । ୨୫ ବର୍ଷ ପରେ କିୱି ଠାରୁ ବଦଲା ଲକ୍ଷ୍ୟରେ ରୋହିତ…