Browsing Tag

India vs New Zealand

ଟିମ ଇଣ୍ଡିଆର ମିଶନ ଫାଇନାଲ : ଆସନ୍ତାକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଟିମ ଇଣ୍ଡିଆର ମିଶନ ଫାଇନାଲ । କାଲି ବିଶ୍ବକପରେ ପ୍ରଥମ ସେମିଫାଇନାଲ୍ । ମୁମ୍ବାଇର ୱାଙ୍ଖଡେରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ତାପୂର୍ବରୁ ଝାଳବୁହା ଅଭ୍ୟାସ କରିଛନ୍ତି ଉଭୟ ଟିମ୍। ଲିଗ୍ ପର୍ଯ୍ୟାୟରେ କିୱି…

ଜବରଦସ୍ତ ଫର୍ମରେ ଗିଲ୍: ପ୍ରଥମ ଦିନିକିଆରେ ଶୁଭମନଙ୍କ ଦମଦାର ଦ୍ୱିଶତକ, ନ୍ୟୁଜିଲ୍ୟାଣ୍ଡକୁ ୩୫୦ ରନର ଟାର୍ଗେଟ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଶୁବମନ ଗିଲ୍‌ଙ୍କ ଡବଲ୍‌ ଧମାକା । ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଦିନିକିଆରେ ମାରିଲେ ଦ୍ୱିଶତକ । ଏହାସହ ଦ୍ୱିଶତକ କରିବାରେ ଶୁବମନ ହୋଇଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ଶୁବମନ୍‌ ମାତ୍ର ୧୪୫ ବଲରେ ଦ୍ୱିଶତକ ପୁରା କରିଛନ୍ତି । ଏହା ସହ ନ୍ୟୁଜିଲାଣ୍ଡ…

ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଟିମ୍‌ ଇଣ୍ଡିଆର ମଜାକ୍‌ ଉଡ଼ାଇଲେ ମାଇକେଲ ଭାନ୍‌ ଏବଂ ଓ୍ଵାସିମ୍‌ ଜାଫର

କେନ୍ୟୁଜ୍‌: ଗତ ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ ମାଇକେଲ ଭାନ୍‌ ଏବଂ ଭାରତର ପୂର୍ବତନ ଖେଳାଳି ଓ୍ଵାସିମ ଜାଫର ଟିମ୍‌ ଇଣ୍ଡିଆର ମଜାକ୍‌ ଉଡ଼ାଇଛନ୍ତି । ଏହି ଦୁଇ ପୂର୍ବ କ୍ରିକେଟର ଭାରତର…

ଦମ୍‌ଦାର ବ୍ୟାଟିଂ ସତ୍ତ୍ୱେ ପ୍ରଥମ ଦିନିକିଆ ହାରିଗଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ଜିତିଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍‌: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରାଜୟ ବରଣ କରିଛି । ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରି ସିରିଜକୁ ହାତେଇବା ପରେ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ହାରିଯାଇଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ…

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଦାୟିତ୍ୱ ନେବେ ହାର୍ଦ୍ଦିକ ଏବଂ ଧଓ୍ଵନ, ଟି-୨୦ ଏବଂ ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା

ଟି-୨୦ ବିଶ୍ୱକପ ସମାପ୍ତ ହେବା ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧଓ୍ଵନଙ୍କୁ ଟିମ ଇଣ୍ଡିଆର ଦାୟିତ୍ୱ ଦିଆଯାଇଛି। ହାର୍ଦ୍ଦିକ ଟି-୨୦ର ଏବଂ ଧଓ୍ଵନ ଦିନିକିଆ ମ୍ୟାଚରେ ଟିମର…

ଦ୍ୱିତୀୟ ଟେଷ୍ଟ : ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ଦୁଇ ଶହ ରନ୍‌ ଟପିଲା ଭାରତ

ମୁମ୍ବାଇ : ପ୍ରଥମ ଟେଷ୍ଟରେ ଶ୍ରେୟଶ ଆୟାର ଆଉ ଏବେ ମୟଙ୍କ ଅଗ୍ରଓ୍ଵାଲ ଶତକ ପିଟିଛନ୍ତି । ଫଳରେ ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଭାରତୀୟ ଦଳ କରିଛି ୪ ଓ୍ଵିକେଟ୍‌ରେ ୨୨୧ ରନ୍‌ । ଆଉ ଏକ ବିଶେଷ କଥା ହେଉଛି ନ୍ୟୁଜିଲାଣ୍ଡ ପକ୍ଷରୁ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ଲୋକେଶ ରାହୁଲ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଖେଳିବେନି ଲୋକେଶ ରାହୁଲ । ଆହତ କାରଣରୁ ଟେଷ୍ଟ ସ୍କ୍ଵାଡ୍‌ରୁ ସେ ବାଦ ପଡିଛନ୍ତି । ବର୍ତ୍ତମାନ ଫର୍ମରେ ଅଛନ୍ତି ଲୋକେଶ ରାହୁଲ । ଟି-ଟେ୍ଵଣ୍ଟିରେ ଧୂଆଁଧାର ବ୍ୟାଟିଂ କରିଥିଲେ । କହିରଖିବା ଉଚିତ ହେବକି, ରବିବାର…

ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ: ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟରେ ହରାଇଲା ଭାରତ

କେନ୍ଯୁଜ୍: ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ । ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୫ ଓ୍ଵିକେଟରେ ହରାଇଲା ଭାରତ । ପ୍ରଥମ ଟି-୨୦ରେ ବାଜି ମାରିଲା ଭାରତ । ଟି-୨୦ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତିନେଲା ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆକୁ…

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌, ଖେଳାଳିଙ୍କ ଯୋଗ୍ୟତା ପରଖିବେ ଦ୍ରାବିଡ ଓ ରୋହିତ

ଟି-୨୦ବିଶ୍ୱକପ୍‌ ହାରିବା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ଏହି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜକୁ ନୂଆ ଭାବେ ଆରମ୍ଭ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ।…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ମ୍ୟାଚ୍‌, ଚୂଡ଼ାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଆଜି ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏପଟେ ଭାରତୀୟ ଟିମ୍‌ରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ…

କିଏ ହେବ ବିଶ୍ୱ ଟେଷ୍ଟରେ ବେଷ୍ଟ? ଭାରତ ନା ନ୍ୟୁଜିଲାଣ୍ଡ, ଆଜି ଅନ୍ତିମ ଓ ନିର୍ଣ୍ଣାୟକ ଦିନ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲର ଆଜି ନିର୍ଣ୍ଣାୟକ ଦିନ। ଆଜି ଅତିରିକ୍ତ ଦିବସରେ ମ୍ୟାଚ୍‌ ଖେଳାଯିବ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ମ୍ୟାଚ୍‌ର ଫଳାଫଳ ଆସିବା ସମ୍ଭାବନା ରହିଛି । ତେଣୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନଙ୍କୁ ଅତି ଦୃଢ଼ତାର ସହ ଖେଳିବାକୁ ହେବ ।…

WTC Final : କ୍ବାରେଣ୍ଟାଇନ ୩ୟ ଦିନରେ ଅଭ୍ଯାସ କଲା ଭାରତୀୟ ଟିମ୍, ଅଲଗା ଅଲଗା ଗ୍ରୁପରେ କରୁଛନ୍ତି ଟ୍ରେନିଂ

ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚି ୩ ଦିନ କ୍ବାରେଣ୍ଟାଇନରେ ରହିଥିଲା। ଆଜି ୩ୟ ଦିନରେ ଅଭ୍ଯାସ ଜାରି କରିଛି। ଆଉ ଅଭ୍ଯାସ କରିବା ପାଇଁ ଅଲଗା ଅଲଗା ସମୟରେ ଜିମ୍ ଏବଂ ପଡିଆକୁ ଯିବାକୁ ଅନୁମତି…