Browsing Tag

india vs new zeland

ପଦାର୍ପଣ ମ୍ୟାଚ୍‌ରେ ଦମ୍‌ ଦେଖାଇଲେ ଶ୍ରେୟଶ ଆୟାର, ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ

କାନପୁର : ନିଜର ପ୍ରଥମ ଟେଷ୍ଟରେ ବଢ଼ିଆ ଦମ୍‌ ଦେଖାଇଛନ୍ତି ଯୁବ ବ୍ୟାଟର୍‌ ଶ୍ରେୟଶ ଆୟାର । ୭୫ ରନ୍‌ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ସହ ଆଜି ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟର ପ୍ରଥମ ଦିନ ଭରତ ୪ ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ ସଂଗ୍ରହ କରିଛି । ଭାରତୀୟ ଦଳର ଅଧିନାୟକ…

ଟି ୨୦ ବିଶ୍ୱକପ : ଜିତିବା ଭୁଲି ଯାଇଛି କୋହଲିଙ୍କ ଟିମ୍‌, ଲଗାତାର ଦ୍ୱିତୀୟ ପରାଜୟ

ଦୁବାଇ : ଟି ୨୦ ବିଶ୍ୱକପରେ ଆଜି ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ…

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ : କାଲି ବର୍ଷା ଆଉ ଆଜି ବ୍ୟାଡ ଲାଇଟ ଖେଳ ରୋକିଲା, ଭାରତ ୩…

ଲଣ୍ଡନ : ସାଉଥମ୍ପଟନ୍‌ ଠାରେ ଆଜି ଆରମ୍ଭ ହୋଇଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଭାରତର ବ୍ୟାଟିଂ ଜାରି ରହିଛି । ତେବେ ଆଲୋକ କମିଯିବା ଯୋଗୁଁ ତୃତୀୟ ଥର ବାଧା ପରେ ଆଉ ଖେଳ ସମ୍ଭବ ହେଲା ନାହିଁ । ତେଣୁ ଆଜିର ଖେଳକୁ ବନ୍ଦ ରଖାଗଲା । ସେତେବେଳକୁ ଭାରତ ୩ ଓ୍ଵିକେଟ୍‌…

ଦ୍ୱିତୀୟ ଦିନିକିଆ : ଚ୍ୟାଲେଞ୍ଜ ୨୭୪ ରନ୍‌ର, ଭାରତ ପାରିବ ତ ?

ଅକ୍‌ଲାଣ୍ଡ : ଦ୍ୱିତୀୟ ଦିନିକିଆରେ ଭାରତକୁ ରନ୍‌ର ୨୭୪ ଟାର୍ଗେଟ୍‌ ଦେଇଛି ନ୍ୟୁଜିଲାଣ୍ଡ । ମଧ୍ୟଭାଗରେ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ ରଜ୍‌ ଟେଲରଙ୍କ ଧୂଆଁଧାର ବ୍ୟାଟିଂ ପରିସ୍ଥିତି ବଦଳାଇ ଦେଇଥିଲା । ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ଓ୍ଵିକେଟ୍‌ ହରାଇ…