ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-20, ମ୍ୟାଚ୍ ଜିତି ଟ୍ରଫି ହାସଲ କରିବା ଆଶାରେ ଟିମ୍ ଇଣ୍ଡିଆ
ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-ଟେ୍ଵଣ୍ଟି । ପ୍ରଥମ ମ୍ୟାଚ୍ ବର୍ଷା ଧୋଇନେଇଥିବାବେଳେ ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ୫୧ ବଲ୍ରେ ୧୧୧ ରନ୍ ଭାରତକୁ ୧-୦ରେ ଆଗୁଆ ରଖିଛି। ଫଳରେ ଆଜିର ମ୍ୟାଚ୍ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ମ୍ୟାଚ୍ ଜିତି…