କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର : ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁହାଁମୁହିଁ
ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା। ୨୦୨୧ ଟି-୨୦ ବିଶ୍ୱକପ ପରେ ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି କ୍ରିକେଟ ପଡିଆରେ ମୁହାଁମୁହିଁ ହେବେ। ଏସିସି ପକ୍ଷରୁ ଏସିଆ କପ ଲାଗି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୬ଟି ଦଳକୁ ନେଇ ଏହି ମେଗା ଇଭେଣ୍ଟ ୟୁଏଇରେ…