Browsing Tag

India vs Pakistan

ଆଜି ମହାଲଢେଇ : ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

(କେନ୍ୟୁଜ): ଆଜି ଭାରତ-ପାକିସ୍ତାନ ମହାଲଢେଇ । ବିଶ୍ବକପ୍ କ୍ରିକେଟରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ କ୍ରିକେଟ୍ ଫ୍ୟାନ୍ସ ପୂରା ଉତ୍ସାହିତ । ଦିନିକିଆ ବିଶ୍ବକପରେ ୭ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିବା ବେଳେ, ସବୁଥର ବାଜି ମାରିଛି ଭାରତ । ଆଜିର…

ବଞ୍ଚେଇ ଦେଲେ ବୁମରା ଓ ଇଶାନ କିଶନ, ଭାରତ ଅଲଆଉଟ୍‌ ୨୬୬

କଲମ୍ବୋ : ମାତ୍ର ୬୬ ରନ୍‌ରେ ୪ ଓ୍ଵିକେଟ୍‌ ପଡ଼ିଗଲା ଟିମ୍‌ ଇଣ୍ଡିଆର । ଲାଗିଲା ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିବ ଭାରତୀୟ ଦଳର ବ୍ୟାଟିଂ ଦୁର୍ଗ । ତାହା ପୁଣି ପାକିସ୍ତାନ ବୋଲିଂ ଆଗରେ । ହେଲେ ବଞ୍ଚେଇ ଦେଲେ ଓ୍ଵିକେଟ୍‌ କିପର ଇସାନ କିଶନ୍‌ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେମାନେ…

ଅକ୍ଟୋବର ୨୩ରେ ଖେଳାଯିବ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ୨୩ରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨ ମ୍ୟାଚ୍ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଅନୁଷ୍ଠିତ ହେବ । ଏହି ମ୍ୟାଚ ଉପରେ କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବ । କେହି କେହି ଏହି ମ୍ୟାଚ୍ ଷ୍ଟାଡିୟମରେ…

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନକୁ ୪-୩ରେ ହରାଇଲା ଭାରତ

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ସେମିଫାଇନାଲରେ ଜାପାନଠାରୁ ହାରିବା ପରେ ଭାରତୀୟ ଦଳ ପୁଣି ଫର୍ମକୁ ଫେରି ବ୍ରୋଞ୍ଜ ପଦକ ହାସଲ କରିଛି । ଦୁଇ ଦଳ ମଧ୍ୟରେ ହୋଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାକିସ୍ତାନକୁ ୪-୩ ଗୋଲ୍‌ରେ ମାତ୍…

ଟି-୨୦ ବିଶ୍ୱକପ: ବିଜୟ ହେବା ଖୁସିରେ ମାତୁଆଲା ହେଲେ ପାକିସ୍ତାନୀ ସାମ୍ବାଦିକ, କୋହଲିଙ୍କୁ ପଚାରିଲେ ଏମିତି ପ୍ରଶ୍ନ

ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚ ପରାଜୟର ପୋଷ୍ଟମର୍ଟମ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ବିରାଟ୍‌ କୋହଲି । କୋହଲି କହିଛନ୍ତି ଆମେ ଯେଉଁ ଯୋଜନା କରିଥିଲୁ ,ତାକୁ କାର୍ଯ୍ୟକାରୀ କରିପାରିନଥିଲୁ । ସମସ୍ତ ବିଭାଗରେ ଦୁର୍ବଳ…

ଟି-୨୦ ବିଶ୍ୱକପ୍‌ : ପାକିସ୍ତାନ ଆଗରେ ଭାରତ ରଖିଲା ୧୫୨ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ : ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱ କପ୍‌ ମ୍ୟାଚ୍‌ର ଫଳାଫଳ କଣ ହେବ, ଏବେ ଉଭୟ ଦେଶ ସହ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀ ଏହାକୁ ଚାହିଁ ବସିଛନ୍ତି । ଏହି ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରଥମ ଇନିଂସ୍‌ ସରି ଯାଇଛି । ଟସ୍‌ରେ ହାରିବା ପରେ ଭରତ ପ୍ରଥମେ…

ଆଜି ଭାରତ-ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍, ଯୋରଦାର ହେବ ମ୍ୟାଚ୍

କେନ୍ୟୁଜ୍: ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ ସେମିଫାଇନାଲ୍ ମୁକାବିଲା । ଯିଏ ଜିତିବ ହାତେଇବ ଫାଇନାଲ୍ ଟିକେଟ୍ । ଭାରତୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସପ୍ତମ ଥର ବିଶ୍ୱକମ୍ ଫାଇନାଲ୍ ଯିବା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ ।

ବିଶ୍ୱକପରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମ୍ୟାଚର ବଲକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କଲା ଆଇସିସି

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଏବେ ଶେଷ ପର୍ଯ୍ୟାୟରେ ପହଁଚିଯାଇଛି । ଭାରତରୁ ପରାସ୍ତ କରି ନ୍ଯୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଁଚି ଯାଇଛନ୍ତି । ନ୍ଯୁଜିଲାଣ୍ଡ ଓ ଇଂଲଣ୍ଡ ଭିତରେ ଫାଇନାଲ୍  ମ୍ୟାଚ ଆସନ୍ତା ରବିବାର ୩ଟା ବେଳେ…

ଏସୀୟ ହକି ଚାମ୍ପିଅନସିପ୍ : ଆଜି ଫାଇନାଲ୍ ଲଢ଼େଇରେ ଭାରତ-ପାକିସ୍ତାନ

ନୂଆଦିଲ୍ଳୀ : ମସ୍କାଟରେ ଖେଳା ଯାଉଥିବା ଏସୀୟ ପୁରୁଷ ହକି ଚାମ୍ପିଅନସିପ ଫାଇନାଲରେ ଦୁଇ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଭିତରେ ଲଢ଼େଇ ହେବ । ଗତକାଲି ସେମିଫାନାଲରେ ଭାରତୀୟ ଦଳ ୩-୨ ଗୋଲରେ ଜାପାନକୁ ହରାଇଥିଲା । ପୂର୍ବରୁ ପ୍ରଥମ ସେମିଫାନାଲରେ ପାକିସ୍ତାନ ୩-୧ ପେନାଲଟି…