Browsing Tag

india vs south africa

ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା, ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ । ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ମାଧ୍ୟମରେ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।  OCA ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି । …

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ବଦଲା ନେବ କି ଟିମ ଇଣ୍ଡିଆ ?

ଟେଷ୍ଟ ପରାଜୟର ବଦଲା ଦିନିକିଆରେ ନେବ କି ଟିମ ଇଣ୍ଡିଆ ? ଆଜି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ । ତେବେ ଗିଲଙ୍କ ଅନୁପସ୍ଥିତିରେ ଭାରତର ଷ୍ଟାଣ୍ଡ-ଇନ୍ ODI ଅଧିନାୟକ କେଏଲ ରାହୁଲଙ୍କୁ ଘାରିଛି…

କାଲି ଠାରୁ ଦ୍ବିତୀୟ ଟେଷ୍ଟ, ବିଭିନ୍ନ ସମସ୍ୟା ଭିତରେ ଥିବା ଭାରତୀୟ ଦଳ କେମିତି ଜିତିବ ମ୍ୟାଚ୍ ?

ଗୁଆହାଟି : ଅନେକ ସମସ୍ୟା ନେଇ ଆସନ୍ତାକାଲି ଦ୍ବିତୀୟ ତଥା ଶେଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତୀୟ କ୍ରିକେଟ୍ ଦଳ । ପ୍ରଥମରେ କୋଲକାତା ଟେଷ୍ଟରେ ବଡ଼ ପରାଜୟ ଏବଂ ଦ୍ବିତୀୟରେ ଅଧିନାୟକ ଶୁବମନ ଗିଲଙ୍କ ଆହତ ସମସ୍ୟା । ପୁଣି ତିନି ନମ୍ବର ଓ ଚାରି ନମ୍ବରରେ ବ୍ୟାଟିଂ କରିବ କିଏ ?…

ସିନିୟର ସିନା ହାରିଲେ ଜୁନିୟର ଚମକିଲେ, ଦକ୍ଷିଣ ଆଫ୍ରିକା-‘ଏ’କୁ ୯ ୱିକେଟରେ ହରାଇଲା ଭାରତ ‘ଏ’

ରାଜକୋଟ : କୋଲକାତା ଇଡେନ ଗାର୍ଡନସରେ ଭାରତ ସିନିୟର ଦଳକୁ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ରାଜକୋଟରେ ଭାରତ ‘ଏ’ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଆଜି ଖେଳା ଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି…

୧୭ ବର୍ଷ ପରେ ବିଶ୍ୱକପ୍‌ ଜିତିବା ଲକ୍ଷ୍ୟରେ ଭାରତ, ଆଜି ଇଣ୍ଡିଆ-ସାଉଥ ଆଫ୍ରିକା ମଧ୍ୟରେ ହେବ ମୁକାବିଲା

ଭାରତୀୟ କ୍ରିକେଟ ଦଳ ଲେଖିବ କି ପୁଣି ଏକ ସଫଳ କାହାଣୀ । ଆଜି ବାରବାଡୋସରେ ଟି-ଟ୍ବେଣ୍ଟି ବିଶ୍ୱକପ୍ ଫାଇନାଲ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମୁକାବିଲା । ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଅପରାଜେୟ ଦୁଇ ଦଳ । ଗୋଟିଏ ବି ମ୍ୟାଚ ନହାରି ଫାଇନାଲରେ ପ୍ରବେଶ କରିଛନ୍ତି। ହେଲେ ଏହି ବହୁ…

୨୨ର ବଦଲା ନେଲା ଟିମ ଇଣ୍ଡିଆ, ଇଂଲଣ୍ଡକୁ ୬୮ ରନ୍ ରେ ହରାଇ ଫାଇନାଲକୁ ଗଲା ଭାରତ

ଟି-୨୦ ବିଶ୍ବକପ୍ ଫାଇନାଲରେ ଭାରତ । ୨୨ର ବଦଲା ନେବା ସହ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରିମାରିଛି ଟିମ ଇଣ୍ଡିଆ । ଦ୍ବିତୀୟ ସେମି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୭୧ ରନ ସଂଗ୍ରହ କରିଥିଲା । ଅଧିନାୟକ ରୋହିତ ଶର୍ମା…

ଟି୨୦ ବିଶ୍ୱକପ ୨୦୨୪ : ଫାଇନାଲରେ ପ୍ରବେଶ କଲା ସାଉଥ ଆଫ୍ରିକା, ଭାବବିହ୍ଵଳ ହୋଇପଡିଲେ ମାର୍କରମ

ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ପହଞ୍ଚିଛି ସାଉଥ ଆଫ୍ରିକା । ଆଜିର ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୯ ଓ୍ଵିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ସାଉଥ ଆଫ୍ରିକା । ସାଉଥ ଆଫ୍ରିକା ସେମିଫାଇନାଲରେ କମାଲ୍‌ ପ୍ରଦର୍ଶନ କରି ଆଫଗାନିସ୍ତାନ ଟିମକୁ ହରାଇଛି । ଟିମ୍‌ ଜିତିବା ପରେ…

ଟିମ ଇଣ୍ଡିଆର ଘାତକ ବୋଲିଂ, ୫୫ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା

(କେନ୍ୟୁଜ): କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ଇନିଂସରେ ୫୫ ରନରେ ଅଲଆଉଟ ହୋଇଛି ଘରୋଇ ଦଳ। ଟସ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଟିମ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧୫ ରନରେ ପ୍ରଥମ ୪ଟି ୱିକେଟର ପତନ…

ପ୍ରଥମ ଟେଷ୍ଟ : ଦକ୍ଷିଣ ଆଫ୍ରିକା ୪୦୮ ରନରେ ଅଲଆଉଟ୍‌, ଭାରତ ଠାରୁ ୧୬୩ ରନରେ ଆଗୁଆ

ସେଞ୍ଚୁରିଅନ୍‌ : ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ଦଳ ୪୦୮ ରନ୍‌ କରି ଅଲଆଉଟ୍‌ ହୋଇଛି । ଫଳରେ ଭାରତ ଠାରୁ ପ୍ରଥମ ପାଳିରେ ୧୬୩ ରନ୍‌ରେ ଆଗୁଆ ରହିଛି । ଭାରତ ପ୍ରଥମ ପାଳିରେ ୨୪୫ ରନ୍‌ କରିଥିଲା । ଗତକାଲି ୫ ଓ୍ଵିକେଟ୍‌ରେ ୨୫୬ ରନ୍‌ କରିଥିବା ଘଷରାଇ ଦକ୍ଷିଣ ଆଫ୍ରିକା ଦଳ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଦିନିକିଆ, ଶେଷ ମ୍ୟାଚ ସହ ସିରିଜ୍ ହାତେଇବା ଲକ୍ଷ୍ୟରେ ହେବ କଡ଼ା ଟକ୍କର

(କେନ୍ୟୁଜ): ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଆଜି ପର୍ଲରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଦଳ ଆଜିର ମ୍ୟାଚ୍ ଜିତି ଶୃଙ୍ଖଳା କବଜା କରିବାକୁ ଚାହିଁବେ।…

ଦ୍ୱିତୀୟ ଦିନିକିଆ : ସାଇ ସୁଦର୍ଶନଙ୍କ ପୁଣି ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କରିଛି ୨୧୧ ରନ

ସେଣ୍ଟ ଜର୍ଜ : ଦ୍ୱିତୀୟ ଦିନିକିଆରେ ଭାରତ ୨୧୧ ରନ୍‌ କରି ଅଲ୍‌ଆଉଟ୍‌ । ଘରୋଇ ଦକ୍ଷିଣ ଆଫ୍ରିକା ସାମନାରେ ୨୧୨ ରନ୍‌ର ବିଜୟଲକ୍ଷ୍ୟ । ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ପରେ ଦ୍ୱିତୀୟ ଦିନିକିଆରେ ଆଜି ମାତ୍ର ଦୁଇଜଣଙ୍କୁ ଛାଡ଼ି ବାକି ଭାରତୀୟ ବ୍ୟାଟରମାନେ ଫ୍ଲପ୍‌ ହୋଇଛନ୍ତି । ଗତ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ମ୍ୟାଚ୍, ସିରିଜ୍ ବିଜୟୀ ହେବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

ପ୍ରଥମ ମ୍ୟାଚରେ ଜୋରଦାର ବିଜୟ ପରେ ଦ୍ବିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଆଜି ଗ୍ବେବେରାରେ ଖେଳାଯିବ ଦ୍ବିତୀୟ ମ୍ୟାଚ୍ । କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତ ପ୍ରଥମ…