Browsing Tag

india vs south africa 2nd test

ଇଏ କି ଓ୍ଵିକେଟ୍‌ କରିଛି ଦକ୍ଷିଣ ଆଫ୍ରିକା, ୫୭ ଓଭରରେ ଦୁଇ ଦଳ ଅଲ୍‌ ଆଉଟ୍‌ ?

ନ୍ୟୁଲାଣ୍ଡ : ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଆଜି ହେଉଛି ପ୍ରଥମ ଦିନ । ତେବେ ଏପର୍ଯ୍ୟନ୍ତ ସମୁଦାୟ ୫୭ ଓଭର ଓ ଗୋଟିଏ ବଲ୍‌ ଖେଳା ଯାଇଛି । ସେଥିରେ ଉଭୟ ଦଳର ୧୦ଟି ଲେଖାଏଁ ମୋଟ୍‌ ୨୦ଟି ଓ୍ଵିକେଟ୍‌ର ପତନ ଘଟିଛି । ବୋଲରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି କେପଟାଉନ୍‌ ନ୍ୟୁଲାଣ୍ଡର ଏହି…

ଦ୍ୱିତୀୟ ଟେଷ୍ଟ : ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୨୨୯ ରନ୍‌ କରି ଆଉଟ୍‌

ଜୋହାନ୍ସବର୍ଗ : ଶାର୍ଦ୍ଦୁଲ ଠାକୁର ନେଲେ ୭ ଓ୍ଵିକେଟ୍‌ । ଆଉ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ କରି ପ୍ରଥମ ଇନିଂସ୍‌ରେ ଅଲ୍‌ଆଉଟ୍‌ ହେଲା । ଇଏ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ଆଜିର ତାଜା ଖବର । ଠାକୁର ୭୧ ରନ୍‌ ଦେଇ ତାଙ୍କ ଟେଷ୍ଟ କ୍ୟାରିୟର୍‌ର ଶ୍ରେଷ୍ଠ ବୋଲିଂ କରିଛନ୍ତି ।…

ଦ୍ୱିତୀୟ ଟେଷ୍ଟ : ଫଲୋଅନ୍‌ ପରେ ପୁଣି ଦକ୍ଷିଣ ଆଫ୍ରିକାର ସ୍ଥିତି ବିଗିଡ଼ିଲା, ୭୪/୪

ପୁନେ : ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟରେ ଏକ ବୃହତ ବିଜୟର ନିକଟବର୍ତ୍ତୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ କ୍ରିକେଟ୍‌ ଦଳ । ଆଜି ଚତୁର୍ଥ ଦିବସ ଲଞ୍ଚ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ତାର ଦ୍ୱିତୀୟ ଇନିଂସ୍‌ର ୪ଟି ଓ୍ଵିକେଟ୍‌ ହରାଇ ୭୪ ରନ୍‌ କରିଛି । ବର୍ତ୍ତମାନ ଏହି ଦଳ ଭାରତର ପ୍ରଥମ ଇନିଂସ୍‌…

କାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଅଧିନାୟକ ଭାବେ କୋହଲିଙ୍କର ଗୋଲଡେନ୍‌ ଜୁବୁଲି

ପୁନେ : ଆସନ୍ତାକାଲି ପୁନେ ଠାରେ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟ । ବିଶାଖାପାଟଣା ଠାରେ ପ୍ରଥମ ଟେଷ୍ଟ ଜିତି ଭାରତ ଏହି ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ତେଣୁ ବିରାଟ କୋହଲିଙ୍କ ଦଳ ଏଠାରେ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌ କବଜା…