ପ୍ରଥମ ଦିନରେ ଘାଇଲା : ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ
ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି । ପ୍ରଥମ ଦିନରେ େଓ୍ଵଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ କମାଲ କରିଥିଲେ ଆର…