କୋଲକତା ଇଡେନ ଗାର୍ଡେନ୍ରେ ପ୍ରଥମ ଟି-୨୦ ଜିତିଲା ଭାରତ, ୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍କୁ ହରାଇଲା
କୋଲକତା: କୋଲକତା ଇଡେନ ଗାର୍ଡେନ୍ରେ ପ୍ରଥମ ଟି-୨୦ ଜିତିଲା ଭାରତ । ୬ ଓ୍ଵିକେଟରେ ଭ୍ରମଣକାରୀ ଦଳକୁ ହରାଇଲା ଟିମ୍ ଇଣ୍ଡିଆ । ୧୫୮ ରନ୍ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୪ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୦ରନ୍ କରିିଥିଲେ ।…