Browsing Tag

india-westindies 2nd t-20 match

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ : ଭାରତୀୟ ଦଳର ସ୍କୋର ୫ ଓ୍ଵିକେଟ୍‌ରେ ୧୬୭ ରନ୍‌

ଲୌଡରହିଲ୍‌ : ଗତକାଲି ପ୍ରଥମ ଟି-୨୦ ଜିତିବା ପରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ େଓ୍ଵଷ୍ଟଇଣ୍ଡିଜ୍‌ ଆଗରେ ୧୬୮ ରନ୍‌ର ବିଜୟଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ରୋହିତ ଶର୍ମା ୫୧ ବଲ୍‌ରୁ ୬୭ ରନ୍‌ (୬ ଚୌକା ଓ ୩ ଛକା), ଶିଖର ଧବନ ୧୬ ବଲ୍‌ରୁ ୨୩, ଅଧିନାୟକ ବିରାଟ କୋହଲି ୨୩…