ଚୀନ୍ ସୀମା ବିବାଦ ପରେ ଭାରତ ଆମେରିକା ଠାରୁ କିଣିବ ୭୨ ହଜାର ସିଗ୍ ସାଉର୍ ଓ ୭୧୬ ଆସଲ୍ଟ ରାଇଫଲ୍
ନୂଆଦିଲ୍ଲୀ : ଚୀନ୍ ସହ ସୀମା ବିବାଦକୁ ନେଇ ଭାରତ ଏବେ ପ୍ରସ୍ତୁତି ଆରମ୍ଭ କରିଛି । ଫ୍ରାନ୍ସ ଠାରୁ ରାଫେଲ୍ ବିମାନ କିଣିବା ପରେ ଭାରତ ଏବେ ଯକ୍ତରାଷ୍ଟ୍ର ଆମେରିକା ଠାରୁ ସିଗ୍ ସାଉର୍ ଓ ଆସଲ୍ଟ ରାଇଫଲ୍ କିଣିବାକୁ ଅର୍ଡର ଦେବ ବୋଲି ଜଣାପଡ଼ିଛି ।
ପ୍ରଥମ ଦଫାରେ ଆସିଥିବା ୭୨…