ଆଜଲାନ୍ ଶାହ କପ୍ ହକି : ମନଦୀପଙ୍କ ‘ହ୍ୟାଟ୍ରିକ୍’ରେ ତୃତୀୟ ବିଜୟ ହାସଲ କଲା ଭାରତୀୟ ଦଳ
ଇପୋ (ମାଲେସିୟା) : ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବିଜୟ ଅଭିଯାନ ଜାରି ରଖିଛି । ଗତକାଲି ଖେଳା ଯାଇଥିବା ମ୍ୟାଚ୍ରେ ଭାରତ ୭-୩ ଗୋଲ୍ରେ କାନାଡ଼ାକୁ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତୀୟ ଦଳ ମୋଟ୍ ୧୦ ପଏଣ୍ଟ ଲାଭ କରି ଗ୍ରୁପ୍ ଶୀର୍ଷରେ…