ହାରିଗଲେ ଗାଳି ଜିତିଗଲେ ତାଳି : ଶହେ ଚାଳିଶ କୋଟିଙ୍କୁ ଖୁସିରେ ଝୁମାଇ ଦେଲେ କୋହଲି
ଭୁବନେଶ୍ୱର (କେନ୍ୟୁଜ୍) : କହିବାକୁ ଗଲେ ଅଷ୍ଟ୍ରେଲିଆରେ ଚାଲିଥିବା ଚଳିତ ଆଇସିସି ଟି୨୦ ବିଶ୍ୱ କପ୍ର ଆଜି ଥିଲା ସବୁଠୁ ବଡ଼ ମ୍ୟାଚ୍ । ସବୁଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜନୈତିକ ଶତ୍ରୁ ଭିତରେ ଯେତେବେଳେ ବି ମ୍ୟାଚ୍ ହୁଏ ତାକୁ ନେଇ ସାରା…