ଠିକଣା ସମୟରେ ଠିକଣା ଜବାବ ଦେଲା ଭାରତ, ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇ ୨-୧ରେ ଜିତିଲା ଦିନିକିଆ ସିରିଜ୍
ବେଙ୍ଗାଲୁରୁ : ବିରାଟ କୋହଲିଙ୍କ ଟିମ୍ ପୁଣି ଥରେ ଦେଖାଇ ଦେଇଛି ଯେ ଭାରତକୁ ଭାରତରେ ହରାଇବା ଆଦୌ ସହଜ ନୁହେଁ । ଓପ୍ନର ରୋହିତ ଶର୍ମାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ୍ର ଚମତ୍କାର ଇନିଂସ୍ ଭାରତରକୁ ଶେଷ ଦିନିକିଆରେ ଜିତାଇ ଦେଇଛି । ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ…