ସାଉଥ ଆଫ୍ରିକା ବିପକ୍ଷରେ ୯ ୱେକେଟରେ ଶେଷ ମ୍ୟାଚ ସହ ୨-୧ରେ ସିରିଜ ଜିତିଲା ଭାରତ
ସାଉଥ ଆଫ୍ରିକାକୁ ୯ ୱେକେଟରେ ହରାଇ ୨-୧ରେ ସିରିଜ ଜିତିଲା ଭାରତ । ଜୟସ୍ଵାଲଙ୍କ ସହ ଦକ୍ଷିଣ ଆଫ୍ରିକାକୁ ଧୋଇଲେ ରୋହିତ-କୋହଲି। କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କ ଶାଣିତ ବୋଲଂ ପରେ ବ୍ୟାଟିଂରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ରୋହିତ ଓ ବିରାଟଙ୍କ କମାଲ ଦର୍ଶକଙ୍କ ମନ ଜିଣି ନେଇଥିଲା । ଆଜି…