Browsing Tag

India

କେନ୍ଦ୍ରର କଡ଼ା ନିର୍ଦ୍ଦେଶ, ଏଣିକି ଆଉ ରଖିପାରିବେନି ଏହି ୨୩ ପ୍ରଜାତିର କୁକୁର

ନୂଆଦିଲ୍ଲୀ : ଦେଶରେ ବଢ଼ୁଛି କୁକୁରଙ୍କ ପାଦ୍ରୁଭାବ । ପୋଷା କୁକୁର ସମେତ ବୁଲା କୁକୁରଙ୍କ କାମୁଡ଼ାରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ କୁକୁର କାମୁଡ଼ା ଘଟଣା ବଢ଼ୁଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର । ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ…

ଅକାଳରେ ପ୍ରାଣ ହାରୁଛନ୍ତି ଛାତ୍ରଛାତ୍ରୀ: ୨୦୧୯-୨୧ ମଧ୍ଯରେ ନିଜ ଜୀବନ ନେଇଛନ୍ତି ୩୫ ହଜାରରୁ ଅଧିକ ବିଦ୍ୟାର୍ଥୀ

ନୂଆଦିଲ୍ଲୀ : ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି ଏବଂ ଏଥିରେ କିଶୋର କିଶୋରୀ ମାନଙ୍କ ହାର ବେଶ୍ ଅଧିକ । କେବଳ ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଆତ୍ମହତ୍ୟା କରିଛନ୍ତି ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଏ.…

ଜନ୍ମଦିନରେ ଦମ୍‌ ଦେଖାଇଲେ ବିରାଟ କୋହଲି, ଫ୍ୟାନ୍‌ଙ୍କୁ ଭେଟିଦେଲେ ୪୯ତମ ଶତକ, ଭାରତ ୩୨୬/୫

କୋଲକାତା : ବିଶ୍ୱକପ୍‌ର ଆଉ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୩୨୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଦକ୍ଷିଣ ଆଫ୍ରିକା ପାଇଁ । ଖଚାଖଚ୍‌ ଦର୍ଶକ ଭରା ଇଡେନ ଗାର୍ଡନସ ଷ୍ଟାଡିୟମରେ ବିରାଟ କୋହଲି ତାଙ୍କ ଜନ୍ମ ଦିନରେ ଆଜି ଚମତ୍କାର ଶତକ କରି ଶେଷ ପର୍ଯ୍ୟନ୍ତ…

ଇଣ୍ଡିଆ ମେଣ୍ଟର ବୈଠକ, କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ । ଓଡ଼ିଶା ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି ପ୍ରସ୍ତୁତ । ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ଦୁଇ ମାସରେ ରାଜ୍ୟର ୪…

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ, ୧୦୦ ପଦକ ହାସଲ କଲା ଭାରତ

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ। ହାଙ୍ଗଝୌରେ ଇତିହାସ ରଚିଲା ଭାରତ। ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । କବାଡିରେ ସ୍ୱର୍ଣ୍ଣ ସହ ଭାରତର ମେଡାଲ୍ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଚାଇନିଜ୍ ତାଇପାଇ ଟିମକୁ ହରାଇ ମହିଳା ଭାରତୀୟ କବାଡି…

ଭାରତରେ ଥିବା ଦୂତାବାସକୁ ବନ୍ଦ କଲା ଆଫଗାନିସ୍ତାନ, କୂଟନୈତିକ ସହଯୋଗ ଅଭାବ ଦର୍ଶାଇ କଲା ବନ୍ଦ

ଭାରତରେ ଥିବା ଦୂତାବାସକୁ ଆଜିଠାରୁ ବନ୍ଦ କରିବାକୁ ଘୋଷଣା କରିଛି ଆଫଗାନିସ୍ତାନ । “ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତ୍ତିରେ ଉଲ୍ଲେଖ କରିଛି । ଗଭୀର ଦୁଃଖ, ପରିତାପ ଓ ହତାଶା ସହିତ ଏହି ଘୋଷଣା କରୁଛି । ଆତିଥ୍ୟ…

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ

ପାକିସ୍ତାନକୁ ବିଦା କଲା ଭାରତ । ପାକିସ୍ତାନକୁ ୪-୦ ଗୋଲ୍ ରେ ମାତ୍ ଦେଲା ଭାରତ । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଆରମ୍ଭରୁ ହିଁ ପ୍ରଭାବୀ ରହିଥିଲା । ପ୍ରଥମାର୍ଦ୍ଧରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ମ୍ୟାଚ୍ ଶେଷ…

ଭାରତରେ wireless audio product ପ୍ରସ୍ତୁତ କରିବ xiaomi, ଏହି କମ୍ପାନୀ ସହିତ କରିବ ପାର୍ଟନରସିପ

(କେନ୍ୟୁଜ ବ୍ୟୁରୋ) : ଚୀନ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ସାଉମି ଭାରତରେ ପ୍ରଥମ ଥର ପାଇଁ ଲୋକାଲ ଅଡିଓ ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଯାଉଛି । ଏଥିପାଇଁ ସାଉମି ଅପ୍ଟିମସ୍ ଇଲେକ୍ଟ୍ରୋନିକ୍ସ ସହିତ ପାର୍ଟନରସିପ ସ୍ଥାପନ କରିଛି, ଏବଂ ଉତ୍ତରପ୍ରଦେଶର ମାନୁଫେକ୍ଚୁରିଙ୍ଗ ପ୍ଲାଣ୍ଟରେ ଏହି…

୫୦୦୦ ବର୍ଷରୁ ଅଧିକ ପୁରୁଣା ଆଇସକ୍ରିମ ର ସ୍ୱାଦ, ଜାଣନ୍ତୁ ଏହାର ଇତିହାସ

(କେନ୍ୟୁଜ ବ୍ୟୁରୋ) : ଗରମ ଦିନରେ ଆଇସକ୍ରିମ ଖାଇବାର ମଜା ହିଁ ଅଲଗା । ସେହିପରି କିଛି ଲୋକ ଶୀତ ଦିନରେ ମଧ୍ୟ ଆଇସକ୍ରିମ ଖାଇବାକୁ ଭଲ ପାଇଥାନ୍ତି । ବଜାରରେ ଭିନ୍ନ ଭିନ୍ନ ଫ୍ଲେଭରର ଆଇସକ୍ରିମ ମିଳିଥାଏ । ଆଇସକ୍ରିମ ନିଜ ସ୍ୱରୂପକୁ ଆସିବା ପାଇଁ ହଜାର ହଜାର ବର୍ଷ ର ଯାତ୍ରା ଅତିକ୍ରମ କରିଛି…

ମାଆକୁ ସ୍କୁଟରରେ କରାଇଲେ ଭାରତ ଯାତ୍ରା, ମାଆ କହିଲେ ପୁଅ ମୋର ଶ୍ରବଣ କୁମାର

କେନ୍ୟୁଜ୍‌(ବ୍ୟୁରୋ): ବୟସ୍କ ମାଆକୁ ସ୍କୁଟରରେ କରାଇଲେ ଭାରତ ଯାତ୍ରା । ମାଆକୁ ତୀର୍ଥଯାତ୍ରା କରାଇବା ପାଇଁ ଛାଡ଼ିଲେ ଇଞ୍ଜିନିୟରିଂ ଚାକିରି । ଆଉ ଶପଥ ନେଲେ ବାପା ଦେଇଥିବା ସ୍କୁଟରରେ ମାଆଙ୍କୁ ଭାରତରେ ଥିବା ସମସ୍ତ ତୀର୍ଥ ଭ୍ରମଣ କରାଇବେ । ଆଉ ବନିଗଲେ ଆଉଏକ ଶ୍ରବଣ କୁମାର । ଏହି…

୪ ଦିନିଆ ଭାରତ ଗସ୍ତରେ ଏମିନ ଜାପରୋବା, ୟୁକ୍ରେନ ସହ ସମ୍ପର୍କ ଯୋଡ଼ିବାକୁ ଭାରତକୁ ଅନୁରୋଧ

କେନ୍ୟୁଜ୍‌(ବ୍ୟୁରୋ): ୪ ଦିନିଆ ଭାରତ ଗସ୍ତରେ ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପରୋବା । ୯ ରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଅଛନ୍ତି । ଏହି ଗସ୍ତ ଅବସରରେ ସେ ଋଷି ସୌନିକ ଓ ତାଙ୍କ ପରିବାର ଲୋକଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ଉପରେ ଆଲୋକପାତ କରିଥିଲେ । ସେ…