Browsing Tag

India

ଭାରତର ଏହି ସ୍ଥାନ ମାନଙ୍କରେ ବିଜୟାଦଶମୀ ଦିନ ହୋଇନଥାଏ ରାବଣ ପୋଡି, ପଢନ୍ତୁ ଏକ ରିପୋର୍ଟ

ସାରା ଦେଶରେ ବିଜୟାଦଶମୀ ଦିନ ବଡ ଧୁମଧାମରେ ରାବଣ ପୋଡି ଉତ୍ସବ ବଡ ଧୁମଧାମରେ ପାଳନ କରାଯାଇଥାଏ । ଏହାକୁ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବା ଅସତ୍ୟ ଉପରେ ସତ୍ୟର ବିଜୟ ର ପ୍ରତୀକ ରୂପେ ମଧ୍ୟ ଧରାଯାଇଥାଏ । ରାବଣ ପୋଡି ବିଶେଷ କରି ଉତ୍ତର ଭାରତରେ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଏଠାରେ ଏପରି କିଛି…

ଭାରତର ଏହି ଜାଗା ଗୁଡିକରେ ଅଛି ରାବଣଙ୍କ ମନ୍ଦିର

ଏହି ବର୍ଷ ବିଜୟାଦଶମୀ ଅକ୍ଟୋବର ୮ ତାରିଖରେ ପାଳନ ହେବାକୁ ଯାଉଛି । ଏହାକୁ ଅସତ୍ୟ ଉପରେ ସତ୍ୟ ର ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି  ଏହା ନାମ ବିଜୟାଦଶମୀ ହୋଇଛି । ମା' ଦୁର୍ଗା ଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି…

ମାତ୍ର ପାଞ୍ଚ ହଜାର ଟଙ୍କାରେ ବୁଲିଯାଆନ୍ତୁ ଏହି ତିନିଟି ଆକର୍ଷଣୀୟ ସ୍ଥାନ, ଅତିବାହିତ କରନ୍ତୁ ଖାସ୍‌ ସମୟ

ଆପଣଙ୍କୁ ବୁଲିବା ପସନ୍ଦ କି ? ଯଦି ଆପଣଙ୍କୁ ଏପରି କରିବା ପସନ୍ଦ କିନ୍ତୁ ଆପଣଙ୍କ ପାଖରେ ଖର୍ଚ୍ଚ କରିବାକୁ ନାହିଁ। ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି କି ? ସବୁବେଳେ ବଜେଟ ପାଇଁ ବୁଲିବା ପ୍ଲାନ କରିପାରୁନାହାନ୍ତି। କିନ୍ତୁ ଭାରତରେ ଏପରି କେତେକ ଜାଗା ରହିଛି, ଯେଉଁଠିକୁ ଯିବାକୁ ଆପଣଙ୍କୁ…

ମ୍ୟାଲେରିଆ ମୁକ୍ତ ଭାରତ ହେବାକୁ ଆଉ କିଛି ଦୂର

ପୃଥିବୀର ବିଭିନ୍ନ ପ୍ରାନ୍ତର ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ମ୍ୟାଲେରିଆକୁ ସମ୍ପୂର୍ଣ ରୂପେ ବିନାଶ କରିବା ସମୟ ସୀମା ୨୦୫୦ କୁ ରଖାଯାଇଛି । କିନ୍ତୁ ଭାରତର ବୈଜ୍ଞାନିକ ମାନେ ଏହି ରୋଗକୁ ସମ୍ପୂର୍ଣ ରୂପେ ହଟାଇବାର ଉପାୟ ବାହାର କରିସାରିଲେଣି। ଏହା ପାଇଁ ସେମାନେ ଏକ…

ସ୍ୱାଧୀନ ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ , ଯିଏ ନିଜ ପ୍ରଥମ ଟେଷ୍ଟରେ ହାସଲ କରିଥିଲେ ଶତକ

ଏମିତିରେ ଯେଉଁ ଖେଳାଳି ଭାରତ ପାଇଁ ଖେଳିଥାନ୍ତି ସମସ୍ତେ ଦେଶ ସେମାନଙ୍କୁ ନେଇ ଗର୍ବ ଅନୁଭବ କରିଥାଏ । କିନ୍ତୁ ଏମିତି ବି କିଛି ଖେଳାଳି ଅଛନ୍ତି ଯାହାଙ୍କୁ ବହୁ ସମ୍ମାନ ଦିଆଯାଇଥାଏ। ଦୀର୍ଘ ବର୍ଷ ପରେ ବି ସେମାନଙ୍କୁ ଲୋକେ ଆଦର୍ଶ ବୋଲି ମାନିଥାନ୍ତି। ସେହି ମାନଙ୍କ ଭିତରୁ ଜଣେ ହେଉଛନ୍ତି…

୫୭ ବର୍ଷ ପରେ ବି ସୁଧୁରିନି ଆୟୋଡିନ ଯୁକ୍ତ ଲୁଣ, ସତ୍ୟତା ଜାଣିବା ପରେ ବଢ଼ିଲା ସ୍ୱାସ୍ଥ୍ୟ ଚିନ୍ତା

ଶରୀରରେ ଆୟୋଡିନର ପରିମାଣ ଅଭାବରେ ବହୁ ମାରାତ୍ମକ ରୋଗ ମାନ ହୋଇଥାଏ | ଏହା ବିରୋଧରେ ୧୯୬୨ ମସିହାରେ ହିଁ କେନ୍ଦ୍ରିୟ ସ୍ଥରରେ ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା | ଏହାକୁ ଦୀର୍ଘ ୫୭ ବର୍ଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଅନୁଯାୟୀ ସୁଫଳ ମିଳିପାରିନାହିଁ | ଦେଶର କେବଳ ୫ଟି ରାଜ୍ୟ…

ଭାରତର ଅନେକ ରହସ୍ୟମୟ ପୁସ୍ତକ, ଯାହାକୁ ଆପଣ ଜାଣି ବି ଜାଣି ନାହାନ୍ତି

ଆମ ଦେଶ ଭାରତ ନିଜ ଗର୍ଭରେ କେତେ ଯେ ରହସ୍ୟ ସବୁକୁ ଲୁଚାଇ ରଖିଛି ତାର କୌଣସି ହିସାବ ନାହିଁ । ଏସବୁ ମଧ୍ୟରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛିର ରହସ୍ୟ ଭେଦ କରିବାକୁ କେହି ସମର୍ଥ ହୋଇ ନାହାନ୍ତି । ଅନେକ ରହସ୍ୟ ଅତି ପ୍ରାଚୀନ ଶାସ୍ତ୍ର, ପୁରାଣ ତଥା ଐତିହାସିକ ଗ୍ରନ୍ଥ ମାନଙ୍କରେ…

ବନ୍ଦ ହେବ ଭାରତ ଓ ପାକିସ୍ତାନକୁ ଏକାଠି କରୁଥିବା ସିନେମା ହଲ

ଭାରତ ଓ ପାକିସ୍ତାନ କୁ ଏକାଠି କରୁଥିବା ଏହି ସିନେମା ହଲ ଅତିଶୀଘ୍ର ବନ୍ଦ ହେବ | ଦୁଇ ଦେଶର ସୀମାରେ ଅବସ୍ଥିତ  ଫିରୋଜପୁରର ସବୁଠୁ ପୁରୁଣା ସିନେମା ହଲଟି ବନ୍ଦ ହେବାକୁ ଯାଉଛି ।   ଭାରତୀୟଙ୍କ ଅପେକ୍ଷା ପାକିସ୍ତାନୀ ବାସୀଙ୍କର ଏହା ଅଧିକ  ପ୍ରିୟ ସିନେମା ହଲ ଥିଲା।  'ଧନୀ ରାମ ଥିଏଟର'…

ମାନ୍ଦା ଅର୍ଥନୀତିକୁ ନେଇ ଚିନ୍ତା, ଅର୍ଥମନ୍ତ୍ରୀ କହିଲେ ଆମେରିକା ଓ ଚୀନ୍‌ ବିବାଦରୁ ପ୍ରଭାବିତ ହୋଇଛି ଭାରତର ଆର୍ଥିକ…

ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ପଡିଛି। କିନ୍ତୁ ଭାରତର ଆର୍ଥିକ ଅବସ୍ଥା ଆମେରିକା ଓ ଚୀନଠାରୁ ଭଲ ଅଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆମେରିକା ଓ ଚୀନର ବାଣିଜ୍ୟିକ ପ୍ରତିଯୋଗିତା ଭାରତର ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରିଛି। ଏହା ସତ୍ୱେ ଭାରତର…

ଭାରତ ଓ ଚାଇନା ଉପରେ କାହିଁକି ଖପ୍ପା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ? ଜାଣନ୍ତୁ କ’ଣ ରହିଛି କାରଣ

ୱାଶିଂଟନ୍‌: ଏବେ ଟ୍ରମ୍ପ ଉଭୟ ଭାରତ ଓ ଚାଇନା ଉପରେ ଖପ୍ପା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ଚାଇନା ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଭାରତ ଓ ଚାଇନା ବିକାଶଶୀଳ ରାଷ୍ଟ୍ର ବୋଲି ଡବ୍ଲ୍ୟୁଟିଓ(WTO)ରୁ ଟ୍ୟାଗ ପାଇଛନ୍ତି। କିନ୍ତୁ ସେମାନେ…

ପାକିସ୍ତାନ ସ୍ୱାଧୀନତା ଦିବସରେ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଲେ ଖୋଲା ଚ୍ୟାଲେଞ୍ଜ: କହିଲେ, ‘ଇଟାର ଜବାବ ପଥରରେ ଦେବୁ’

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ପାକିସ୍ତାନ କ୍ରୋଧ ପ୍ରକାଶ କରିଛି। ଅଗଷ୍ଟ ୧୪ ତାରିଖ ବୁଧବାର ନିଜ ସ୍ୱାଧୀନତାର ବର୍ଷ ପୂର୍ତ୍ତି ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସେ ଭାରତର…

କଶ୍ମୀର ମାଡ଼ରେ ପାଗଳା ହେଲା ପାକିସ୍ତାନ, ଲଦାଖ ସୀମାନ୍ତରେ ନିୟୋଜିତ କଲା ଯୁଦ୍ଧ ବିମାନ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଭୟରେ ରହିଛି ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି…