Browsing Tag

India

ଏସିଆ କପ : ପାକିସ୍ତାନରେ ଖେଳାହେବ ଟୁର୍ଣ୍ଣାମେଣ୍ଟ କିନ୍ତୁ ନିରପେକ୍ଷ ସ୍ଥାନରେ ଖେଳିବ ଭାରତ

ପାକିସ୍ତାନରେ ଏସିଆ କପ ଖେଳିବନି ଭାରତ । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ହେଲେ ଭାରତ ନିରପେକ୍ଷ ସ୍ଥାନରେ ଖେଳିବ । ଏସିଆ କପ ଆୟୋଜନକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାଧାନ ଆଡ଼କୁ ଯାଉଛି । ଚଳିତବର୍ଷର ଏସିଆ କପ ଦୁଇଟି ସ୍ଥାନରେ ଖେଳାଯିବ । ପାକିସ୍ତାନରେ…

ଏବେ ଛାତ୍ରଙ୍କୁ ଖୁବ ସହଜରେ ମିଳିଯିବ USA Visa

ୟୁଏସ ରେ ପଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଢ଼ିଆ ଖବର। ନୂଆ ଏକାଡେମିକ ଇୟର ଆରମ୍ଭ ହେବା ପୂର୍ବରୁ ଉଭୟ ଛାତ୍ର ଛାତ୍ରୀ ନିଜ ଭିଜା ପାଇଁ ଆପ୍ଳାଏ କରିପାରିବେ। ଏଥିରେ F ଓ M ଭିଜା I-20 କାର୍ଯ୍ୟକ୍ରମ ଆରମ୍ଭ ହେବା ଆଗରୁ ୩୬୫ ଦିନ ପୂର୍ବରୁ ମାନେ ଗୋଟିଏ ବର୍ଷ ପୂର୍ବରୁ…

ଭାରତ ଜିତିଲା ପ୍ରଥମ ଆଇସିସି ୧୯ ବର୍ଷରୁ କମ୍‌ ଟି-୨୦ ବିଶ୍ୱକପ୍‌

ଭାରତୀୟ ୧୯ ବର୍ଷରୁ କମ୍‌ ମହିଳା ଦଳ ଜିତିଛି ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ । ଆଜି ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇ ଭାରତ ଟାଇଟଲ୍‌ ଜିତିଛି । ପ୍ରଥମଥର ଆୟୋଜିତ ହୋଇଥିବା ୧୯ ବର୍ଷରୁ କମ୍‌ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ କ୍ରିକେଟ୍‌ରେ ଭାରତୀୟ ଦଳ ପ୍ରଥମ…

ଭାରତୀୟ ମୋବାଇଲ ନମ୍ବରରେ +୯୧ ବ୍ୟବହାର ପଛରେ ରହିଛି ବଡ଼ କାରଣ, ଆଜି ହିଁ ଜାଣନ୍ତୁ

ଆପଣ ଜାଣିଥିବେ ପ୍ରତ୍ୟେକ ଭାରତୀୟଙ୍କ ମୋବାଇଲ ନମ୍ବରର ଆରମ୍ଭ +୯୧ ରୁ ହୋଇଥାଏ। କିନ୍ତୁ ଏହା ପଛରେ ଥିବା କାରଣ ହୁଏତ କାହାକୁ ଜଣାନଥିବ। ଭାରତୀୟ ମୋବାଇଲ ନମ୍ବରଙ୍କ ସଂଖ୍ୟା ୧୦ ଡିଜିଟର। କିନ୍ତୁ ଏହା ର ଆରମ୍ଭ ରେ କେବଳ ଏହି ଦୁଇଟି ଡିଜିଟ କାହିଁକି ବ୍ୟବହାର ହୁଏ। ସାରା ଭାରତରେ ଆପଣ ଯେତେ…

ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୨: ଭାରତ, ଶ୍ରୀଲଙ୍କା-ପାକିସ୍ତାନ ଅପେକ୍ଷା ଭାରତ ସ୍ଥିତି ଖରାପ, ଭୋକିଲାରେ ରହିଛି…

ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୨ ର ରିପୋର୍ଟ ଆସିଛି। ସବୁଠୁ ବଡ଼ କଥା ହେଉଛି ଭାରତ ଠାରୁ ପଡୋଶୀ ଦେଶ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ମିଆଁମାର ସ୍ଥିତି ଭଲ ରହିଛି। ୧୨୧ ଦେଶ ତାଲିକାରେ ପାକିସ୍ତାନ ୯୯ ତମ, ଶ୍ରୀଲଙ୍କା ୬୪ ତମ, ବାଂଲାଦେଶ ୮୪ ତମ, ନେପାଳ ୮୧ ତମ ଏବଂ…

ଗତ ୯ ମାସ ମଧ୍ୟରେ ଭାରତରେ ପଶିଛି ୧୯୧ ପାକିସ୍ତାନୀ ଡ୍ରୋନ୍‌, ପଞ୍ଜାବ ସେକ୍ଟରରେ ପ୍ରବେଶ କରିଛି ସର୍ବାଧିକ

ପାକିସ୍ତାନ କେବେ ବି ନିଜ ପ୍ରକୃତି ଛାଡିବନି। ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିଥାଏ। ତେବେ ଏହା ମଧ୍ୟରୁ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୯ ମାସ ମଧ୍ୟରେ ପଡୋଶୀ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ୧୯୧ଟି ଡ୍ରୋନ୍‌ ବେଆଇନ ଭାବେ ପ୍ରବେଶ କରିଛି। ପାକିସ୍ତାନ…

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିଲା ବଧିର ଟି-୨୦ ଚାମ୍ପିୟନ୍ସ ଟ୍ରଫି, ଯୁବରାଜ ସିଂ ଜଣାଇଲେ ଶୁଭେଚ୍ଛା

ଭାରତର ବଧିର କ୍ରିକେଟ ଟିମ୍‌ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାଙ୍କୁ ୩୯ ରନରେ ହରାଇ ବଧିର ଆଇସିସି ଟି-୨୦ ଚାମ୍ପିଅନ ହୋଇଛି। ଏହି ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ ବଧିର କ୍ରିକେଟ ଟିମ୍‌। ଭାରତର ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୪୦ ରନ୍‌ କରିଥିଲା। ଏହାର…

ପାକିସ୍ତାନ ଉପରେ ଭାରତର ସବୁଠାରୁ ବଡ଼ ଡିଜିଟାଲ ଷ୍ଟ୍ରାଇକ୍! ଏମିତି ବନ୍ଦ ହୋଇଗଲା ପାକ୍‌ର ମୁହଁ

ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଭାରତରେ ବନ୍ଦ କରି ଦିଆଯାଇଛି। ଭାରତର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟ ବ୍ଲକ ରହିଛି। ଟ୍ୱିଟର ତରଫରୁ କୁହାଯାଇଛି ଯେ ଏକ ଆଇନଗତ ଅଭିଯୋଗ ମିଳିବା ପରେ ଏଭଳି ପଦକ୍ଷେପ ଉଠାଯାଇଛି। କୁହାଯାଉଛି କି, ଭାରତରେ ଦେଶ ବିରୋଧୀ…

ଆମେରିକା ଏବଂ ଭାରତ ମିଳିତ ଭାବେ କରିବେ ଡ୍ରୋନ୍ ନିର୍ମାଣ, ବିସ୍ତାରବାଦୀ ଚୀନ ଉପରେ ରଖିବ ନଜର

ଯେତେବେଳେ ୨୦୧୬ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କଲେ, ସେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।ତେଣୁ ବର୍ତ୍ତମାନ ଭାରତ-ଆମେରିକା ଏକତ୍ର ହୋଇ ଡ୍ରୋନ୍ ତିଆରି କରିବେ। ଯାହାକି ବିସ୍ତାରବାଦୀ ଚୀନ୍‌ର ମୁକାବିଲା ପାଇଁ…

ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ, ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବି

ନୂଆଦିଲ୍ଲୀ : ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ। ହେଲ୍‌ଫାୟର ମିଶାଇଲ ବହନ କରିପାରୁଥିବା ୩୦ଟି ଏମ୍‌କ୍ୟୁ-9B ପ୍ରିଡେଟର ଶସସ୍ତ୍ର ଡ୍ରୋନ୍‌ କିଣିବ ଭାରତ । ପ୍ରାୟ ୨୩୦ କୋଟି ଟଙ୍କାରେ ଆମେରିକାରୁ ଏହି ଡ୍ରୋନ କିଣାଯିବ। MQ-9B ଡ୍ରୋନ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡି…

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

ସୁଧୁରୁନି ପାକିସ୍ତାନ : ଆସନ୍ତା ୧୫ ଅଗଷ୍ଟରେ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ କରୁଛି ଯୋଜନା

ନୂଆଦିଲ୍ଲୀ : ଦେଶ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ଏଜେନ୍ସିମାନଙ୍କୁ ଏକ ବଡ଼ ଗୁପ୍ତଚର ଆଲର୍ଟ ମିଳିଛି। ଏହି ଗୁପ୍ତଚର ସୂଚନା ଅନୁଯାୟୀ, ଦେଶରେ ସ୍ୱାଧୀନତା ଦିବସ ପୂର୍ବରୁ ଏଥର ପାକିସ୍ତାନୀ ଆତଙ୍କବାଦୀମାନେ ଦେଶରେ ମଲ୍ଟି ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି।…