Browsing Tag

Indian Air Force

ଚେନ୍ନାଇ ମାରିନା ବିଚରେ ବାୟୁସେନାର ପରାକ୍ରମ ପ୍ରଦର୍ଶନ, ଦମ୍ ଦେଖାଇଲେ ୭୨ ଏୟାରକ୍ରାଫ୍ଟ

୯୨ ତମ ବାୟୁସେନା ଦିବସ ପୂର୍ବରୁ ଏୟାରଫୋର୍ସର ପରାକ୍ରମ ପ୍ରଦର୍ଶନ।  ଚେନ୍ନାଇର ମାରିନା ବିଚରେ ଦମ ଦେଖାଉଛି ଭାରତୀୟ ବାୟୁସେନା ।  ଗ୍ରାଣ୍ଡ ଫ୍ଲାଏପାଷ୍ଟରେ ୭୨ ଯୁଦ୍ଧ ବିମାନ ସାମିଲ ।  ୨୨ଟି ବର୍ଗରେ ୭୨ ଯୁଦ୍ଧ ବିମାନ ରଣକୌଶଳ ପ୍ରଦର୍ଶନ କରୁଛନ୍ତି ।  ଲିମକା ରେକର୍ଡ କରିବା ଲକ୍ଷ୍ୟରେ…

ଏୟାର ମାର୍ଶଲ ଅମରପ୍ରୀତ ସିଂ ହେବେ ବାୟୁସେନାର ନୂଆ ମୁଖ୍ୟ, ସେପ୍ଟେମ୍ବର ୩୦ରେ ନେବେ ଦାୟିତ୍ୱ

ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମରପ୍ରୀତ ସିଂ । ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବିବେକ ରାମ ଚୌଧୁରୀ ଅବସର ନେବା ପରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ଏବେ ବାୟୁସେନାର ଉପମୁଖ୍ୟ ଭାବେ କାମ କରୁଛନ୍ତି ଅମରପ୍ରୀତ ସିଂ ।…

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୪୫ ଜଣ ଭାରତୀୟଙ୍କ ପାର୍ଥିବ ଶରୀର ଧରି ଭାରତୀୟ ବାୟୁସେନାର ଏକ ବିମାନ କୋଚିରେ ପହଞ୍ଚିଛି । କୁଏତ ସରକାର ଏହି ଘଟଣାକୁ ତୁରନ୍ତ ଯାଞ୍ଚ କରିବାକୁ ଆଶ୍ୱସନା…

ପୂର୍ବତନ ବାୟୁସେନା ମୁଖ୍ୟ RKS ଭଦୌରିଆ ବିଜେପିରେ ସାମିଲ, ଗାଜିଆବାଦରୁ ଲଢିପାରନ୍ତି ନିର୍ବାଚନ

ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ଦୁଇଜଣଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ଦେଇଛନ୍ତି…

ବାୟୁସେନାର ବଡ଼ ସଫଳତା, ଅନ୍ଧାର ରାତିରେ କାରଗିଲ୍‌ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ୍‌ କରାଇଲା ହରକ୍ୟୁଲେସ୍‌ ବିମାନ

ଲଦାଖର କାରଗିଲ୍‌ ସହରରେ ଏବେ ହାଡ଼ଭଣ୍ଡା ଶୀତ ପଡ଼ିଛି । ଲୋକେ ବିନା କୌଣସି ଜରୁରୀ କାମରେ ଘରୁ ବାହାରୁ ନାହାନ୍ତି । ଏହା ସହିତ ଭାରତୀୟଙ୍କ ସୁରକ୍ଷା ପାଇଁ ଏହି ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ । ଏଠାରେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ସେମାନଙ୍କ ନିୟୋଜନ ପ୍ରତିଦିନ…

ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ ମନୀଷା

ସ୍କ୍ଵାଡ୍ରନ ଲିଡର ମନୀଷା ପାଢ଼ୀ, ଓଡିଶାର ଜଣେ ମହିଳା ବାୟୁସେନା ଅଧିକାରୀ, ଭାରତୀୟ ସଶସ୍ତ୍ର ବାହିନୀରେ ଭାରତର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ ହୋଇଛନ୍ତି । ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଧିକାରୀ ମନୀଷା…

ନୂଆ ଫାଇଟର ଜେଟ୍ସ ପାଇଁ ଜାରି ହେଲା ୧୦ ହଜାର କୋଟି ଟଙ୍କାର ଟେଣ୍ଡର, ଜାଣନ୍ତୁ ଏହାର ଫାଇଦା

ଭାରତ ସରକାର ଲଗାତାର ଭାବରେ ନିଜର ସଶସ୍ତ୍ର ବାହିନୀକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ଦେଶକୁ ଶତ୍ରୁ କବଳରୁ ରକ୍ଷା କରାଯାଇପାରିବ । ଭାରତୀୟ ସେନା ସହିତ ଭାରତୀୟ ବାୟୁସେନାକୁ ମଧ୍ୟ ମଜବୁତ କରିବା ପାଇଁ କାର୍ଯ୍ୟ ଚାଲିଛି । ଏହି କ୍ରମରେ ବାୟୁସେନାର ସ୍କ୍ଵାଡ୍ରନ ଶକ୍ତି…

ଇଣ୍ଡିଆନ ଏୟାରଫୋର୍ସକୁ ମିଳିଲା ନୂଆ ଧ୍ୱଜ, ପୁରୁଣାରେ ଯୋଡାଗଲା ହିମାଳୟନ ଇଗଲ ଏବଂ ଅଶୋକ ସ୍ତମ୍ଭ

ଭାରତୀୟ ବାୟୁସେନା ଆଜି ପାଳୁଛି ୯୧ ତମ ବାର୍ଷିକ ଉତ୍ସବ ପାଳନ କରୁଛି । ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକକୁ ଉନ୍ମୋଚନ କରାଯାଇଛି । ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି । ବାୟୁସେନାର ନୂଆ ଧ୍ୱଜକୁ ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ…

ବାୟୁସେନାରେ ସାମିଲ ହେଲା ଭୟଙ୍କର ‘ହେରୋନ୍‌ ମାର୍କ-୨ ଡ୍ରୋନ୍‌’, ପାକିସ୍ତାନ ଓ ଚୀନ ଉପରେ ରଖିବ ନଜର

ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ହେରୋନ୍‌ ମାର୍କ ୨ ଡ୍ରୋନ୍‌(Heron Mark-2 Drone)’। ଏହା ନିୟୋଜିତ ହେବା ଦ୍ୱାରା ଶତ୍ରୁ ସହ ମୁକାବିଲା କରିବାର ଭାରତର କ୍ଷମତା ବହୁଗୁଣିତ ହୋଇଛି। ଏହି ଉଡ଼ାଣ ମାଧ୍ୟମରେ ପାକିସ୍ତାନ ଓ ଚୀନ ଭଳି ପଡ଼ୋଶୀ ଦେଶ ସହିତ ସଂଲଗ୍ନ ସୀମା ଉପରେ ଭାରତ ନଜର…

ବାୟୁସେନାରେ ୩୫୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ବାୟୁସେନାରେ ଭର୍ତ୍ତିହେବାର ସୁବର୍ଣ୍ଣ ସୁଯୋଗ ହାତଛଡା କରନ୍ତୁ ନାହିଁ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୨୭ ଜୁଲାଇରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଭର୍ତ୍ତି ପାଇଁ…

କରମଣ୍ଡଳ ଟ୍ରେନ ଟ୍ରାଜେଡି : ମୃତାହତଙ୍କୁ ସ୍ଥାନାନ୍ତରଣ ପାଇଁ ବାୟୁସେନାର Mi-17 ହେଲିକପ୍ଟର ନିୟୋଜିତ

ଓଡ଼ିଶାର ବାଲେଶ୍ବର ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର୍ ନିୟୋଜିତ କରାଯାଇଛି ବୋଲି ଇଷ୍ଟର୍ଣ୍ଣ କମାଣ୍ଡ ସୂଚନା ଦେଇଛି । ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ସାଧାରଣ…