ପୁଣେରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଏବଂ ଟ୍ରେନି ସାମାନ୍ୟ ଆହତ
ମହାରାଷ୍ଟ୍ରର ପୁଣେରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଣେର ଗୋଜୁବାଭି ଗ୍ରାମ ନିକଟରେ ଏକ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ।
ଖବର ମୁତାବକ, ପୁଣେ ଗ୍ରାମର ବାରାମାଟିରେ ସକାଳ ପ୍ରାୟ…