ନିଜ ଫୋନରେ ନିଶ୍ଚୟ ରଖନ୍ତୁ ଏହି ସରକାରୀ ଆପ୍, ଗୋଟିଏ ଆପରୁ ହିଁ ହୋଇଯିବ ସବୁ କାମ
ଭାରତରେ ଗତ କିଛି ବର୍ଷରେ ଘରୋଇ ଆପର ଟ୍ରେଣ୍ଡ ବଢ଼ିଛି। କୁ ଭଳି ସୋସିଆଲ ମିଡିଆ ଆପ୍ସ ଆସିଛି ତ ଟିକଟକ୍ ମୁକାବିଲାରେ ଅନେକ ପ୍ରକାର ସର୍ଟ ଭିଡିଓ ଆପ୍ସ ମଧ୍ୟ ଲଞ୍ଚ୍ ହୋଇଛି। ଆପଣ ମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଜାଣିଛନ୍ତି ଯେ ଭାରତ ସରକାରଙ୍କ ପାଖରେ ନିଜର ବି ଆପ୍…