ସୀମାରେ ଶତ୍ରୁ ପାଇଁ ସତର୍କଘଣ୍ଟି, ଭାରତୀୟ ସେନାର ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ : ସୀମାରେ ଶତ୍ରୁ ପାଇଁ ସତର୍କଘଣ୍ଟି । ଶତ୍ରୁପକ୍ଷକୁ ଯେକୌଣସି ମୂହୂର୍ତ୍ତରେ ଜବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା । ସୀମାରେ ଶକ୍ତି ପ୍ରଦର୍ଶନ । ବିରାଟ ସମରାଭ୍ୟାସ । ପୂର୍ବ ଲଦାଖ ସେକ୍ଟରରେ ଟ୍ୟାଙ୍କ ଓ କମ୍ବାଟ ଭେହିକିଲ ସହ ସମରାଭ୍ୟାସ କରିଛି ଭାରତୀୟ ସେନା ।…