ଦ୍ବାଦଶ ପାସ୍ କରିଥିଲେ ସେନାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେବେଠୁ କରିବେ ଆପ୍ଲାଏ
୧୨ଶ ପାସ୍ କରିଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସ୍ଥଳ ସେନାରେ ଅଫିସର ପଦବୀ ପାଇଁ ନିଯୁକ୍ତି ପତ୍ର ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧ ଫେବ୍ରୁଆରୀରୁ ଆପ୍ଲାଏ କରିପାରିବେ। ଅଧିକ ବିବରଣୀ joinindianarmy.nic.in କୁ ଯାଇ ନୋଟିଫିକେସନରୁ ଅଧିକ ବିବରଣୀ…