Browsing Tag

indian army

ଭାରତୀୟ ସେନାର ୧୦ଟି ସ୍ଲୋଗାନ୍‌, ଯାହା ପ୍ରତ୍ୟେକ ଦେଶବାସୀ ମନେ ରଖିବା ଉଚିତ

କିଛି ଦିନ ତଳେ ଭାରତ ସୀମା ଲଦାଖ ଠାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହେଲା ହାତାହାତି ଯୁଦ୍ଧ । ଏଥିରେ ଆମ ଦେଶର ୨୦ ଜଣ ଯବାନ୍ ସହିଦ ହୋଇଗଲେ । ଯଦିଓ କୁହାଯାଉଛି ଆମ ଯବାନ୍‌ମାନେ ଚୀନ୍‌ର ୪୦ରୁ ଊର୍ଦ୍ଧ୍ୱ ଯବାନ୍‌ଙ୍କୁ ମାରି ପ୍ରତିଶୋଧ ମଧ୍ୟ ନେଇଥିଲେ । ତେବେ ଏଠି ସେ କଥା ନୁହେଁ ପ୍ରସଙ୍ଗ…

ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିବା ପ୍ରାର୍ଥୀ ବି କରିପାରିବେ ଆବେଦନ

ଦେଶମାତୃକାର ସୁରକ୍ଷା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଭାରତୀୟ ସେନାରେ ବମ୍ପର ଚାକିରିର ସୁଯୋଗ। ଏଥିପାଇଁ ସେନାବାହିନୀ ତରଫରୁ ଏକ ର‍୍ୟାଲି ଆୟୋଜିତ ହେବାକୁ ଯାଉଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ର‍୍ୟାଲି ଆୟୋଜିତ ହେବ। ଏହି ର‍୍ୟାଲି ହରିୟାଣାର ହିସାର, ପଟିୟାଲା ଓ…

କରୋନା ଚ୍ୟାଲେଞ୍ଜକୁ ମାତ୍ ଦେଲେ ଭାରତୀୟ ସେନା, ବରଫ କାଟି ଲଦାଖକୁ ଭାରତ ସହ ଯୋଡ଼ିଲେ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଲକଡାଉନ ଅଛି। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ ଯବାନ ଦେଶର ରକ୍ଷା କବଚ ସାଜି ସୁରକ୍ଷା ଯୋଗାଉଛନ୍ତି। ଦିନ ରାତି ପରିଶ୍ରମ କରି ସେନାବାହିନୀର ଯବାନମାନେ ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ୪୨୫ କିଲୋମିଟର ରାସ୍ତାକୁ ଖୋଲିଛନ୍ତି। ସୂଚନାଯୋଗ୍ୟ ଯେ…

ନମସ୍ତେ ଅଭିଯାନ ଆରମ୍ଭ କଲା ଭାରତୀୟ ସେନା, ଏହିଭଳି କରିବେ ଲୋକଙ୍କୁ ସାହାଯ୍ୟ

କରୋନା ଭାଇରସ ବିରୋଧରେ ଭାରତୀୟ ସେନା ନମସ୍ତେ ଅଭିଯାନ ଆରମ୍ଭ କରିଛି । ଏ ନେଇ ଘୋଷଣା କରିବାକୁ ଯାଇ ଆର୍ମି ମୁଖ୍ୟ ଏମ ଏମ ନରବନେ କହିଛନ୍ତି, ପୂର୍ବରୁ ଅନେକ ଅଭିଯାନକୁ ଆର୍ମି ସଫଳତା ପୂର୍ବକ ସମ୍ପନ୍ନ କରିଛି । ଏବେ ଏହି ଅଭିଯାନକୁ ମଧ୍ୟ ସଫଳତା ପୂର୍ବକ ଶେଷ କରିବ । Army has…

କରୋନା ସହ ଲଢ଼େଇ: ଭାରତୀୟ ଯବାନ ତିଆରି କଲେ ହ୍ୟାଣ୍ଡ ଫ୍ରି ସାନିଟାଇଜିଙ୍ଗ ମେସିନ, ବିନା ସ୍ପର୍ଶରେ ହାତ ଧୋଇବା ହେଲା…

କରୋନା ଭାଇରସର ଗମ୍ଭୀର ପରିସ୍ଥିତି ଭିତରେ ଭାରତୀୟ ସେନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ଏକ ମେସିନ ବିଷୟରେ କୁହାଯାଉଛି, ଯାହାକି ହାତର ସ୍ପର୍ଶ ବିନା ପାଣି ଏବଂ ସାନିଟାଇଜର ଉପଲବ୍ଧ କରାଉଛି । ଏହାକୁ ଗୋଡ଼ରେ ଅପରେଟ କରାଯାଇଥାଏ । ଏହା ସାହାଯ୍ୟରେ ବ୍ୟକ୍ତି ନିଜ…

କିସ୍‌ ବିଶ୍ୱବିଦ୍ୟାଳୟରେ ଭାରତୀୟ ସେନାର ପ୍ରତିନିଧି ଦଳ, ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ): କିସ୍‌ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି ଭାରତୀୟ ସେନାର ପ୍ରତିନିଧି ଦଳ । କିସ୍‌ରେ ପହଁଚିବା ପରେ ଛାତ୍ରୀମାନେ ଅତିଥିଙ୍କୁ ଚନ୍ଦନ,ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ପ୍ରତିନିଧି ଦଳରେ ସ୍ଥଳ ସେନା ଓ ନୌସେନା ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ।…

ଭାରତୀୟ ସେନାରେ ହେଉଛି ବମ୍ପର ଭର୍ତ୍ତୀ, ଜଲଦି କରନ୍ତୁ ଆବେଦନ

ଭାରତୀୟ ସେନା ଅନେକ ପଦ ପାଇଁ ଆବେଦନ ପତ୍ର ଜାରୀ କରିଛି। ଭାରତୀୟ ସେନାରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ଉଭୟ ମହିଳା ଏବଂ ପୁରୁଷ ତୁରନ୍ତ କରନ୍ତୁ ଆବେଦନ। ଯେଉଁ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେ Indian Armyର ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ୍‌…

ମାଟି ମା ପରି ଆସନ୍ନ ପ୍ରସବାଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନା, ଭିଡିଓ ଦେଖି ସାରଦେଶ କରୁଛି  ସଲାମ

ଭାରତୀୟ ସେନାର ୭୨ ତମ ସେନା ଦିବସରେ ଭାରତୀୟ ସେନାର ବିରତ୍ବର ଗାଥା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି ନିଜ ଟ୍ବିଟର ଆକାଉଣ୍ଟରେ ସେନାର ବରତ୍ବ  ନେଇ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି  ସେନା ଭାରତର ଗୌରବ ଅଟନ୍ତି ତେଣୁ  ସୈନିକର ସାହାସ ଓ ପରାକ୍ରମ ପାଇଁ…

ଜାଣନ୍ତିକି, ଭାରତୀୟ ସେନାରେ କାହିଁକି ଅବସରପ୍ରାପ୍ତ କୁକୁରକୁ ଗୁଳି କରି କରାଯାଇଥାଏ ହତ୍ୟା?

ବିଶ୍ବାସନୀୟ ବିଷୟରେ କହିବା ଗଲେ ସମସ୍ତେ ମନରେ ସାଧାରଣତଃ କୁକୁରର କଥା ହିଁ ଅସିଥାଏ। କାରଣ ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ କୁକୁର ଆପଣଙ୍କ ଅସୁବିଧାର କାରଣ ପାଲଟିଥାଏ। ଆଜ୍ଞା ହଁ, ଆଜି…

ଭାରତୀୟ ସେନାରେ ଖାଲି ପଡିଛି ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ସେନା ପକ୍ଷରୁ ଆର୍ମି ପଦବୀ ପାଇଁ ଅନଲାଇନ ଆବେଦନପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ। Indian Army ୱେବସାଇଟକୁ ଯାଇ ନୋଟିଫିକେସନ ପଢି ଅନ୍ତିମ ତିଥି ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରା କରିପାରିବେ। ପଦବୀ ବିବରଣୀ : ସୋଲଜର…

ସଲାମ୍‌ ଭାରତୀୟ ସେନା, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କଲେ ରାସ୍ତା

ପ୍ଲାଷ୍ଟିକ ଆଜିକାଲି ପରିବେଶ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ଲାଷ୍ଟିକ ବଜ୍ୟବସ୍ତୁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହେଲାଣି। ଏହା ସମସ୍ତେ ଜାଣିଛେ। ଯେଉଁଥି ପାଇଁ ମନୁଷ୍ୟ ଠାରୁ ଆରମ୍ଭ କରି ସରକାର ମଧ୍ୟ ଚିନ୍ତିତ ରହିଛନ୍ତି। ଏଥିପାଇଁ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ…