Browsing Tag

indian army

ଅରୁଣାଚଳ ପ୍ରଦେଶ କାମେଙ୍ଗ ସେକ୍ଟରରେ ହିମସ୍ଖଳନ: ପୋତି ହୋଇପଡିଛନ୍ତି ଭାରତୀୟ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରଅଞ୍ଚଳରୁ ବଡ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଏକ ଉଚ୍ଚ ସ୍ଥାନରୁ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ଦବି ଯାଇଥିବା ଖବର ଆସିଛି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍‌ ଏୟାରଲିଫ୍ଟ…

ସେନାର ପାରମ୍ପରିକ ବ୍ୟାଣ୍ଡରେ ଆଉ ବାଜିବନି ୭୦ ବର୍ଷ ତଳର ଧୂନ୍‌

ଆଜି ମାନେ ଜାନୁଆରୀ ୨୬ରେ ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଆସନ୍ତା ୨୯ ତାରିଖ ସନ୍ଧ୍ୟା ସମୟରେ ବିଜୟ ଚୌକରେ ବିଟିଂ ଦ ରିଟ୍ରିଟ ସମାରୋହ ଆୟୋଜନ ହେବାକୁ ଯାଉଛି। ଏହି ସମାରୋହରେ ନୌସେନା, ବାୟୁସେନା ଏବଂ ସଶସ୍ତ୍ର ପୋଲିସ ବାହିନୀ ପାରମ୍ପରିକ ବ୍ୟାଣ୍ଡ ସହ ଦେଶ ପାଇଁ ସହିଦ…

ଦେଶଭକ୍ତି ଉପରେ ବଲିଉଡ କରିଛି ଅନେକ ଫିଲ୍ମ, ଆଜି ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ…

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ। ଯେଉଁଥିରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳେ। ଯାହା ଆମକୁ ମନେ ପକାଇ ଦିଏ, ଆମ ଦେଶ ପାଇଁ ଲଢିଥିବା ବୀରଙ୍କ ବଳିଦାନ ବିଷୟରେ। ସମସ୍ତଙ୍କୁ ଅପେକ୍ଷା ଥାଏ ଏହି ଦିନ ପାଇଁ। ତେଣୁ ଆଜି ହେଉଛି ପବିତ୍ର…

ଗଭୀର ଅବସାଦ ଦେଇ ଗତି କରୁଛି ଭାରତୀୟ ସେନା! ୨୦୧୧ରୁ ୨୦୧୯ ଭିତରେ ଆତ୍ମହତ୍ୟା କରିଛନ୍ତି ୧୦୦୦ରୁ ଅଧିକ ଯବାନ

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଯବାନମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ନିକଟରେ CRPF ଡିଜି କୁଲଦୀପ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଥିଲା, ଯାହାକି ଯବାନମାନଙ୍କ ଦ୍ୱାରା ବିଗତ କିଛି ଦିନ ମଧ୍ୟରେ…

ଦାୟିତ୍ୱହୀନତା ପାଇଁ ହେଲା ମାଓବାଦୀ ଆକ୍ରମଣ, ଆଲର୍ଟ ପରେ ବି ଅସୁରକ୍ଷିତ ବସ୍‌ ରେ ଯବାନଙ୍କୁ ପଠାଗଲା

ଗତ ସୋମବାର ଶ୍ରୀନଗରରେ ଯବାନମାନେ ଯାଉଥିବା ବସ୍‌ ଉରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ପଛର କାରଣ ହେଉଛି ଅବହେଳା। କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୁପ୍ତଚର ଏଜେନ୍ସିମାନେ ଗତ ସପ୍ତାହରେ ଅନେକ ଥର ସୂଚନା ଦେଇଥିଲେ…

ଯୁଦ୍ଧ ସମୟରେ ନୂଆ ବର୍ଦ୍ଦିରେ ଦେଖାଯିବେ ଯବାନ, ଡ୍ରେସ୍‌କୁ ନେଇ ଏମିତି ଯୋଜନା କରୁଛି ଭାରତୀୟ ସେନା; ପୋଷାକରେ ରହିବ…

ଭାରତୀୟ ସେନା ଆସନ୍ତା ବର୍ଷଠାରୁ ନିଜ ସେନାକର୍ମୀଙ୍କ ପାଇଁ ହାଲୁକା ତଥା ଅଧିକ ଜଳବାୟୁ ଅନୁକୂଳ ପୋଷାକ ଆଣିବାକୁ ଯାଉଛି, ଯାହାକୁ ଯୁଦ୍ଧ ସମୟରେ ପିନ୍ଧା ଯାଇ ପାରିବ। ସୂଚନା ମୁତାବକ, ନୂଆ ବର୍ଦ୍ଦି ଜାନୁଆରୀ ୧୫ରୁ ସେନା ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ। ତେବେ କିଛି ଦେଶର ସୈନ୍ୟ ବର୍ଦ୍ଦି…

ଭାରତୀୟ ସେନାର ପ୍ଲାନ୍‌-୧୯୦ କ’ଣ? ଯାହା ଚୀନର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବେକାର କରିବା ପାଇଁ ଯଥେଷ୍ଟ

Line of Actual Control(ଏଲ୍‌ଏସି)ରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଦୁଇ ଦେଶ ଶୀତ ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଏଲ୍‌ଏସିରେ ଚୀନର ଅନୁପ୍ରବେଶ ବୃଦ୍ଧି ଏବଂ ମିଲିଟାରୀ ଡ୍ରିଲ୍‌କୁ ନଜରରେ ରଖି ଭାରତୀୟ…

ପୁଣି ଥରେ ଭାରତ-ଚୀନ ସେନା ମୁହାଁମୁହିଁ, ଅରୁଣାଚଳ ସୀମାନ୍ତରେ ଅଟକିଛନ୍ତି ୨୦୦ ଚୀନ ସୈନିକ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଏଲଏସି ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା । କିନ୍ତୁ ପୁଣିଥରେ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଛି । ଗତ ସପ୍ତାହରେ ଚୀନ୍‌ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟମିତ…

ସ୍ୱପ୍ନ ଆଗରେ ବାଧକ ସାଜିନି ବୟସ, ୩୯ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇ ରେକର୍ଡ କଲେ ସଫ୍ଟୱେୟାର ଇଞ୍ଜିନିୟର

କିଛି କରିବାର ଇଚ୍ଛା ଥିଲେ ସବୁ ବାଧାବିଘ୍ନ ବି ତୁଚ୍ଛ ଲାଗେ। ନିଜ ସ୍ୱପ୍ନ ପୂରଣ କରିବାକୁ ଯଦି ଜଣେ ମନସ୍ଥ କରିଥାଏ ତେବେ ସବୁ ପରିସ୍ଥିତିର ମୁକାବିଲା କରି ସେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ। କୌଣସି ଜିନିଷ ତା’ ପାଇଁ ବାଧକ ସାଜିପାରେନା। ସାଧାରଣତଃ ଗୋଟିଏ ବୟସରେ ଉପନୀତ ହେବା ପରେ ଆମେ…

ବିନା ପରୀକ୍ଷାରେ କରନ୍ତୁ ଭାରତୀୟ ସେନାରେ ଚାକିରି, ଦରମା ମାସକୁ ୨.୫ ଲକ୍ଷରୁ ଅଧିକ

ଭାରତୀୟ ସେନାରେ ସାମିଲ ହେବାକୁ ଇଚ୍ଛୁକ ରଖିଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନାରେ ପୁରୁଷ ଏବଂ ମହିଳାଙ୍କ ପାଇଁ NCC ସ୍ପେଶାଲ ଏଣ୍ଟ୍ରି ସ୍କିମ ଅଧିନରେ ଅଧିକାରୀ ପଦ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ସମସ୍ତ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଭାରତୀୟ ସେନାର ଅଧିକାରକ…

ଯବାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଅକଥନୀୟ ଅତ୍ୟାଚାର, ଭାଇରାଲ ଫଟୋ ଦେଖିଲେ ଛାତି ଥରିଯିବ

ସେନାରେ ଚାକିରି କରୁଥିବା ଯବାନଙ୍କୁ ଅମାନବୀୟ ଅତ୍ୟାଚାର। ମାରି ମାରି ଲହୁ ଲୁହାଣ କରି ପକାଇଛନ୍ତି ଉପରିସ୍ଥ ଅଧିକାରୀ। କୌଣସି ବାହାର ଦେଶରେ ନୁହେଁ, ବରଂ ଭାରତୀୟ ସେନାର ୬ ସିଖ ରେଜିମେଣ୍ଟ ଦିଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ଘଟଣା। ଏନେଇ ପୀଡ଼ିତ ଯବାନଙ୍କ ପରିବାର ଲୋକ ଅଭିଯୋଗ…

IIT କାନପୁର ତିଆରି କଲା ୪ କିଲୋର ହେଲିକାପ୍ଟର, ବରଫାବୃତ୍ତ ଏବଂ ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ବି ଖୋଜି ବାହାର କରିପାରିବ…

IIT କାନପୁର ଏବେ ଏକ ନୂଆ ଜିନିଷ ତିଆରି କରିଛି। ଏହା ଏମିତି ଏକ ହେଲିକାପ୍ଟର ବନାଇଛି, ଯାହା ସାହାଯ୍ୟରେ ସେନାର କୌଣସି ବି କଠିନ ମିଶନକୁ ସହଜରେ ପୂରଣ କରାଯାଇପାରିବ। ଭାରତୀୟ ସେନାକୁ ଧ୍ୟାନରେ ରଖି ଏହି ହେଲିକାପ୍ଟର ନିର୍ମାଣ କରାଯାଇଛି। ଏହାସହିତ ଜରୁରିକାଳୀନ ପରିସ୍ଥିତିରେ ମଧ୍ୟ ଏହାକୁ…