Browsing Tag

indian army

ମାଟି ମା ପରି ଆସନ୍ନ ପ୍ରସବାଙ୍କ ଜୀବନ ରକ୍ଷା କଲେ ଭାରତୀୟ ସେନା, ଭିଡିଓ ଦେଖି ସାରଦେଶ କରୁଛି  ସଲାମ

ଭାରତୀୟ ସେନାର ୭୨ ତମ ସେନା ଦିବସରେ ଭାରତୀୟ ସେନାର ବିରତ୍ବର ଗାଥା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦି ନିଜ ଟ୍ବିଟର ଆକାଉଣ୍ଟରେ ସେନାର ବରତ୍ବ  ନେଇ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି  ସେନା ଭାରତର ଗୌରବ ଅଟନ୍ତି ତେଣୁ  ସୈନିକର ସାହାସ ଓ ପରାକ୍ରମ ପାଇଁ…

ଜାଣନ୍ତିକି, ଭାରତୀୟ ସେନାରେ କାହିଁକି ଅବସରପ୍ରାପ୍ତ କୁକୁରକୁ ଗୁଳି କରି କରାଯାଇଥାଏ ହତ୍ୟା?

ବିଶ୍ବାସନୀୟ ବିଷୟରେ କହିବା ଗଲେ ସମସ୍ତେ ମନରେ ସାଧାରଣତଃ କୁକୁରର କଥା ହିଁ ଅସିଥାଏ। କାରଣ ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ କୁକୁର ଆପଣଙ୍କ ଅସୁବିଧାର କାରଣ ପାଲଟିଥାଏ। ଆଜ୍ଞା ହଁ, ଆଜି…

ଭାରତୀୟ ସେନାରେ ଖାଲି ପଡିଛି ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ସେନା ପକ୍ଷରୁ ଆର୍ମି ପଦବୀ ପାଇଁ ଅନଲାଇନ ଆବେଦନପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ। Indian Army ୱେବସାଇଟକୁ ଯାଇ ନୋଟିଫିକେସନ ପଢି ଅନ୍ତିମ ତିଥି ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରା କରିପାରିବେ। ପଦବୀ ବିବରଣୀ : ସୋଲଜର…

ସଲାମ୍‌ ଭାରତୀୟ ସେନା, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କଲେ ରାସ୍ତା

ପ୍ଲାଷ୍ଟିକ ଆଜିକାଲି ପରିବେଶ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ଲାଷ୍ଟିକ ବଜ୍ୟବସ୍ତୁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହେଲାଣି। ଏହା ସମସ୍ତେ ଜାଣିଛେ। ଯେଉଁଥି ପାଇଁ ମନୁଷ୍ୟ ଠାରୁ ଆରମ୍ଭ କରି ସରକାର ମଧ୍ୟ ଚିନ୍ତିତ ରହିଛନ୍ତି। ଏଥିପାଇଁ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ…

ଭାରତୀୟ ସେନା ପାଇଁ ଏହି ବ୍ୟକ୍ତି ତିଆରି କରିଛନ୍ତି ଆଇରନ୍‌ ମ୍ୟାନ୍‌ ସୁଟ୍‌, ଗୁଳିବାଜିଲେ ବି କିଛି ହେବନି

ଉତ୍ତର ପ୍ରଦେଶ ବାରଣାସୀର ଜଣେ ଯୁବକ ଭାରତୀୟ ସେନା ବାହିନୀ ପାଇଁ ଆଇରନ୍‌ ମ୍ୟାନ୍‌ ସୁଟ୍‌ ତିଆରି କରିଛନ୍ତି। ଶତ୍ରୁ ସହ ଲଢ଼ିବା ବେଳେ ଏହି ସୁଟ୍‌ ଗୁଳିମାଡ଼ରୁ ଶରୀରକୁ ରକ୍ଷା କରିବ। ଏହି ସୁଟ୍‌କୁ ବାରଣାସୀର ଅଶୋକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟରେ କାମ…

ପୁଣି ଭାରତୀୟ ସେନା ଦେଖାଇଲା ଦମ୍‌, ହାତୀ ଏବଂ ତାର ଛୁଆକୁ ପାଣି ଟାଙ୍କିରୁ କଲା ଉଦ୍ଧାର

ଭାରତୀୟ ସେନା ସବୁବେଳେ ଦେଶର ବିଭିନ୍ନ କାର୍ଯ୍ୟ ପାଇଁ ତତ୍ପର ରହିଥାଏ। ତାହା ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ପଡୋଶୀ ଦେଶ ଆକ୍ରମଣ। ସବୁ କାର୍ଯ୍ୟ ପାଇଁ ଭାରନୀୟ ସେନା ନିଜ ଜୀବନକୁ ବାଜି ଲଗାଇଦେଇଥାଏ। ଏମିତି ଏକ ଘଟଣାକୁ ଦୁଃସାହସିକତାର ସହ ସାମ୍ନା କରି ହାତୀ ଏବଂ ତାର ଛୁଆକୁ ଉଦ୍ଧାର…

ଚୀନ ସୀମାରେ ଦମ୍‌ ଦେଖାଇଲା ଭାରତୀୟ ସେନା ଓ ବାୟୁସେନା

ଲଦାଖ: ଭାରତୀୟ ସେନା ଚୀନ ସୀମା ଅର୍ଥାତ୍‌ ପୂର୍ବ ଲଦାଖ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସରେ ବଖତରବନ୍ଦ ସେନାର ସଦସ୍ୟ, ବାୟୁସେନା ଓ ଭାରତୀୟ ସେନା ସମେତ ବହୁ ଯବାନ ସାମିଲ ହୋଇଥିଲେ। ଏଥିସହ ନର୍ଦନ କମାଣ୍ଡୋ ଲେଫଟନାଣ୍ଟ ଜେନେରାଲ ରଣବୀର ସିଂହ ମଧ୍ୟ ଏହି ଯୁଦ୍ଧାଭ୍ୟାସରେ ଯୋଗ…

ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଭାରତୀୟ ସେନା, ପ୍ରତିକ୍ରିୟା ରଖିଲେ ସେନା ଅଧ୍ୟକ୍ଷ ଜେନେରାଲ ବିପିନ…

କେନ୍ୟୁଜ୍: ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା। ସରକାରଙ୍କ ଆଦେଶ ମିଳିବା ମାତ୍ରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ । ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ…

ଭାରତୀୟ ସେନାଙ୍କ ମଧ୍ୟରେ ରହିଛି ଫାଟ, ପାକିସ୍ତାନ ସାମ୍ବାଦିକଙ୍କ ଦାବିକୁ ସିଆରପିଏଫ୍‌ କଲା ଅସ୍ୱୀକାର

ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ଭିତରେ ଫାଟଥିବା ପ୍ରଚାରକୁ ଖଣ୍ଡନ କରିଛି ସିଆରପିଏଫ୍‌ । ଘାଟିରେ ମୁତୟନ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ପରସ୍ପରକୁ ସହଯୋଗ ଏବଂ ଗୋଟିଏ ମନ ନେଇ କାର୍ଯ୍ୟ କରୁଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି । କାଶ୍ମୀରର ମୁସଲିମ ପୋଲିସ…

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ୭ ଦେଶର ସେନାକୁ ହରାଇ ଭାରତୀୟ ସେନା ପ୍ରଥମ

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ଭାରତୀୟ ଆର୍ମୀର କାରନାମା। ଏହି ପ୍ରତିଯୋଗିତାରେ ୭ଟି ଦେଶର ସେନାଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ସେନା। ରାଜସ୍ଥାନର ଜୈସାଲମେରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୮ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ…

ଜମ୍ମୁ-କାଶ୍ମୀର ଘାଟିରେ ପୁଣି ମୁତୟନ ହେଲେ ୨୮ ହଜାର ସୁରକ୍ଷାକର୍ମୀ, ଧାରା ୩୭୦ ଓ ୩୫କୁ ହଟାଇ ପାରନ୍ତି ସରକାର

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଘାଟିରେ ପୁଣି ମୁତୟନ ହେଲେ ୨୮ ହଜାର ସୁରକ୍ଷାକର୍ମୀ । କିଛି ଦିନ ତଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକର ୧୦ ହଜାର ଯବାନଙ୍କୁ ମୁତୟନ କରାଯାଇଥିଲା । ସହରର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଗୁଡ଼ିକର ଦାୟିତ୍ୱ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ଦାୟିତ୍ୱ…

ଭାରତୀୟ ସେନାର ବଡ଼ ଘୋଷଣା: ଏବେ ସହିଦଙ୍କ ପରିବାର ସଦସ୍ୟ ବି ପିନ୍ଧିପାରିବେ ବୀରତା ପଦକ

ଦେଶ ପାଇଁ ସହିଦ ହୋଇଥିବା ଭାରତୀୟ ସେନାର ଯବାନ ଏବଂ ଅଫିସରମାନଙ୍କ ବୀରତା ପଦକ ଏବେ ପରିବାର ସଦସ୍ୟ ବି ପିନ୍ଧି ପାରିବେ। ଏ ନେଇ ଭାରତୀୟ ସେନା ଏକ ବଡ଼ ଘୋଷଣା କରିଛି। ତେବେ କିଛି ବିଶେଷ ମୁହୂର୍ତ୍ତ ଅବସରରେ ସେମାନେ ଏହି ବୀରତା ପଦକ ପିନ୍ଧିପାରିବେ। ପୂର୍ବରୁ ସହିଦଙ୍କ ପଦକକୁ କୌଣସି ବି…