ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା, ଭ୍ଯାକସିନ୍ ଆସିବା ପୂର୍ବରୁ କେନ୍ଦ୍ର ସରକାର…
ନୂଆଦିଲ୍ଲୀ : ଗୋଟିଏ କେନ୍ଦ୍ରରେ ଦିନକରେ ଅତି ବେଶୀରେ ଶହେ ଜଣଙ୍କୁ ଟିକା ଦିଆଯିବ । ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ ଜଣିଆ ଟିମ୍ । ୬ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କ ପାଖରେ ପହଁଚିବ ୬୦ କୋଟି ଡୋଜ । କରୋନା ଟିକା ଆସିବା ପୂର୍ବରୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଜାରି କଲେ…