Browsing Tag

indian cricket team

ଭାଗ୍ୟ ବଦଳାଇଲା ଆଇପିଏଲ୍‌, ଏବେ ଟିମ୍‌ ଇଣ୍ଡିଆରେ ପ୍ରବେଶ କରିବେ ଏହି ୬ ଯୁବ ଖେଳାଳି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ ତମ ସିଜନ୍‌ ଶେଷ ହୋଇଛି। ଚଳିତ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରଫି ହାତେଇଥିବା ବେଳେ ଫାଇନାଲରେ ଦିଲ୍ଲୀକୁ ହାରର ସାମ୍ନା କରିବାକୁ ପଡ଼ିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ଖେଳାଳି ଆଇପିଏଲ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଚଳିତଥର ବଡ଼…

ଖେଳ ଜଗତରୁ ସନ୍ନ୍ୟାସ ନେଇପାରନ୍ତି ଧୋନୀ, ନିଜର ଅନ୍ତରଙ୍ଗ ବନ୍ଧୁକୁ ଜଣାଇଲେ ଏହି ନିଷ୍ପତ୍ତି

ମହିନ୍ଦ୍ରା ସିଂ ଧୋନୀ ଗତବର୍ଷର ୱାର୍ଲ୍ଡ କପ୍ ପରେ କ୍ରିକେଟ ଦୁନିଆରୁ ଦୁରେଇ ରହିଛନ୍ତି । ତେବେ ବର୍ତ୍ତମାନ୍ ସେ ଆଇପିଏଲ୍ ଜରିଆରେ ପୁଣିଥରେ ମଇଦାନକୁ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ କରୋନା ଭାଇରସ୍ ଯୋଗୁଁ ଆଇପିଏଲକୁ 15 ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ୍…

ମେ ଫେୟାରର ସୁଇମିଂ ପୁଲରେ ଛୋଟ ଛୁଆଙ୍କ ଭଳି ଜଳକ୍ରୀଡାର ମଜା ଉଠାଇଲେ ବିରାଟ ବାହିନୀ, ଦେଖନ୍ତୁ ଭିଡିଓ  

କେନ୍ୟୁଜ୍(ବ୍ୟୁରୋ):  ମେ ଫେୟାରର ସୁଇମ ପୁଲରେ ମଜା ଉଠାଇଲେ ଭାରତୀୟ କ୍ରିକେଟ ଟିମ୍। ଛୋଟପିଲାଙ୍କ ଭଳି ପରସ୍ପରଙ୍କ ପାଣିରେ ବଲ  ଖେଳିଲେ ଖେଳାଳି। ବାରବାଟୀ ମ୍ୟାଚ ପୂର୍ବରୁ ଆଜି  ସକାଳର ଏହି  ଦ୍‌ଶ୍ୟ ଥିଲା। ଖେଳାଳି ମାନଙ୍କ ୪୦ ସେକେଣ୍ଡର  ଭିଡିଓଟି ବେଶ୍ ମନୋରଞ୍ଜନର ଖୋରାକ୍ ଯୋଗାଉଛି…

ଇଡେନ୍‌ ଗାର୍ଡେନ୍ସରେ ଡେ-ନାଇଟ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି, ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ…

କେନ୍ୟୁଜ୍(ବ୍ୟୁରୋ): ଇଡେନ୍‌ ଗାର୍ଡେନ୍ସରେ ଐତିହାସିକ ଡେ-ନାଇଟ୍‌ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତର ଦବଦବା ଜାରି । ବିଜୟ ଠାରୁ ମାତ୍ର ୪ ଓ୍ଵିକେଟ୍‌ ଦୂରରେ ରହିଛି ଭାରତ । ଭାରତୀୟ ପେସ୍‌ ବୋଲରଙ୍କ ଆଟାକ୍‌ରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଦିନ ଖେଳ ଶେଷ…

ଆକ୍ରମଣ ଧମକର କୌଣସି ସତ୍ୟତା ନାହିଁ, ବିସିସିଆଇ କଲା ସ୍ପଷ୍ଟୋକ୍ତି

ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍‌ ୱେଷ୍ଟଣ୍ଡିଜ ଗସ୍ତରେ ରହିଛି। ସେମାନଙ୍କୁ ବିସିସିଆଇ ପକ୍ଷରୁ ଅତିରିକ୍ତ ସୁରକ୍ଷା ଦିଆଯାଇଛି। ଖବର ମୁତାବକ, ନିକଟରେ ବିସିସିଆଇକୁ ଏକ ମିଥ୍ୟା ମେଲ୍‌ ଆସିଥିଲା। ଯେଉଁଥିରେ ଭାରତୀୟ ଖେଳାଳୀଙ୍କ ଉପରେ ବିପଦ ରହିଛି ବୋଲି ସୂଚନା ରହିଥିଲା। ଟିମ୍‌ ଇଣ୍ଡିଆର…

ଇଂଲଣ୍ଡରେ ଅଟକି ରହିଛି ମେନ୍‌ ଇନ୍‌ ବ୍ଲୁ , ମିଳୁନି ଫ୍ଲାଇଟ୍‌ ଟିକେଟ୍‌

ଇଂଲଣ୍ଡରେ ଅଟକି ରହିଛି ଟିମ୍‌ ଇଣ୍ଡିଆ। ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରି ପାରିନି ବିସିସିଆଇ। ନ୍ୟୁଜିଲାଣ୍ଡଠାରୁ ସେମି ଲଢ଼େଇରେ ହାରିବା ପରେ ଅଯଥାରେ ଚାରି ଦିନ ହେଲାଣି ମଞ୍ଚେଷ୍ଟରରେ ଖେଳାଳି ଓ ଅଫିସିଆଲ ରହିଛନ୍ତି। ସେପଟେ ଆଇପିଏଲ୍‌ ପ୍ଲେ ଅଫ୍‌ ଷ୍ଟାଇଲରେ ବିଶ୍ୱକପ୍‌ ନକ୍‌ ଆଉଟ୍‌…

୨୦୧୧ ବିଶ୍ବକପର ହିରୋ, ଜାଣନ୍ତୁ ଯୁବରାଜଙ୍କ ସଂଘର୍ଷମୟ ଜୀବନ କାହାଣୀ

ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଯୁବରାଜଙ୍କୁ ଏବେ କ୍ରିକେଟ ମୈଦାନରେ ଦେଖିବାକୁ ମିଳିବନି, କାରଣ ସେ ଏବେ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି। ଜଣେ ଭଲ ଖେଳାଳୀ ଭାବେ ସାରା ଭାରତରେ ନାମ କରିଥିବା ୟୁଭି ହାଠାତ ଏପରି ନିଷ୍ପତ୍ତି ନେବେ ଏକଥା କେହି କେବେ ଭାବି…

ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା, ଜାଣନ୍ତୁ କିଏ ପାଇଲେ ସୁଯୋଗ

ମୁମ୍ବାଇ : ଆଗାମୀ ଇଂଲଣ୍ଡ ବିଶ୍ୱ କପ୍‌ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ରୋହିତ ଶର୍ମା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦ୍ୱିତୀୟ ଓ୍ଵିକେଟ୍‌ କିପର ଭାବେ କିଏ ଦଳରେ ସ୍ଥାନ ପାଇବ ସେହି କଳ୍ପନା ଜଳ୍ନାର ମଧ୍ୟ…

ସାବାସ୍ ଟିମ ଇଣ୍ଡିଆ : ପଡ଼ିଆ ଭିତରେ ଏମିତି କିଛି କଲା ଗର୍ବ ଗୌରବରେ ମଥା ଉଚ୍ଚା ହୋଇଗଲା

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ତରିକାରେ ପ୍ରୟାସ କରି ଆର୍ଥିକ ସହାୟତା ଯୋଗାଇ ଦେଛନ୍ତି । ଯାହା ବିଶ୍ବ ସମୁଦାୟଠାରୁ ଭାରି ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଖେଳାଳିମାନେ ।…

ସିଡନୀ ଟେଷ୍ଟ ପାଇଁ ୧୩ଜଣିଆ ଦଳ ଘୋଷିତ, ସ୍ଥାନ ପାଇଲେ କେ ଏଲ୍ ରାହୁଲ ଓ ଆର୍ ଅଶ୍ୱିନୀ

ଆସନ୍ତାକାଲି ସିଡ୍‌ନୀରେ ଖେଳାଯିବ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଆଜି ୧୩ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ତୃତୀୟ ଟେଷ୍ଟରେ ବାଦ ପଡ଼ିଥିବା କେଏଲ ରାହୁଲଙ୍କୁ ପୁଣି ଥରେ ସ୍ଥାନ ମିଳିଛି। ଆର ଅଶ୍ୱିନୀଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ସେ ଖେଳିବା ନେଇ ଅନିଶ୍ଚିତତା ରହିଛି।…

ବିଶ୍ବ କପରେ ନିଜ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି ଭାରତୀୟ କ୍ରିକେଟ ଖେଳାଳି, ଅନ୍ୟ ଦାବି ଶୁଣି ଆଶ୍ଚର୍ଯ୍ଯ BCCI

ଆଉ ମାତ୍ର ବାକି ଅଛି ୭ ମାସ । ଇଂଲଣ୍ଡରେ ଆରମ୍ଭ ହେବ ୨୦୧୯ ବିଶ୍ବ କପ୍ କ୍ରିକେଟ୍ । ଯାହାକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍କଣ୍ଠା । ସେପଟେ ନିଜ ପ୍ରସ୍ତୁତି ପଥରେ ଟିମ୍ ଇଣ୍ଡିଆ । ହେଲେ ବିଶ୍ବ କପ୍ ପୂର୍ବରୁ ବିସିସିଆଇ କମିଟି (ସିଓଏ) ସାମ୍ନାରେ କିଛି ଦାବି ରଖିଛନ୍ତି ଭାରତୀୟ କ୍ରିକେଟ୍…