Browsing Tag

Indian Cycling Federation

ନିଜ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ଯାତ୍ରା କରିଥିଲେ ଜ୍ୟୋତି, ବର୍ତ୍ତମାନ ମିଳିଲା ଜୀବନ ବଦଳାଇ ଦେଲା…

ବୟସ ମାତ୍ର ୧୫ ବର୍ଷ। କିନ୍ତୁ ମନରେ ସାହାସ ଅଦ୍ୟମ। ନିଜ ବାପାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ୧୨୦୦ କିଲୋମିଟର ସାଇକେଲ ଚଲାଇଲା ଝିଅ। ତାହା ପୁଣି ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ। ହରିୟାଣାରୁ ବିହାର ପର୍ଯ୍ୟନ୍ତ ସାଇକେଲ୍ ଚଲାଇ ନିଜ ବାପାଙ୍କୁ ଘରକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି।…