କରୋନାରୁ ବଞ୍ଚିବା ପାଇଁ ଭାରତୀୟ ଡାକ୍ତର ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଲେ ବନାରସୀ ଗାମୁଛା, କହିଲେ ମାସ୍କ ଛାଡି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନିଜସ୍ୱ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବଦଳରେ ଗାମୁଛା ବ୍ୟବହାର କରିବାକୁ ପରାମର୍ଶ ଦେବା ପରେ ବାରାଣାସୀର ଡାକ୍ତର ଉତ୍ତମ ଓଝା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବନାରସୀ…