Browsing Tag

indian football team

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା: ୧୭ ଜଣ ଖେଳାଳିଙ୍କୁ ସୁଯୋଗ, ସୁନୀଲ ଛେତ୍ରୀଙ୍କୁ ଅଧିନାୟକ ଦାୟିତ୍ୱ

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା ହୋଇଛି । ୧୭ ଜଣ ଖେଳାଳିଙ୍କୁ ଟିମରେ ସ୍ଥାନରେ ମିଳିଛି । ଚୀନର ହାଙ୍ଗଝୋଓରେ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ୍ସ ଗେମ୍ସ । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଆଗରୁ ମଧ୍ୟ ଏସିଆନ ଗେମ୍ସକୁ ନେଇ ଭାରତୀୟ ଟିମ ଘୋଷଣା କରିଥିଲା ।…

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଟିମ, ଖେଳାଳିଙ୍କ ଜନ୍ମତିଥି ଦେଖି ଟିମରେ କରାଯାଉଥିଲା ଚୟନ

ଏସିଆନ ଗେମ୍ସ ୨୦୨୩ ର କ୍ୱାଲିଫାୟର ମ୍ୟାଚରେ ଭାଗ ନେବାକୁ ପ୍ରସ୍ତୁତି କରୁଥିବା ଭାରତୀୟ ଫୁଟବଲ ଟିମକୁ ନେଇ ବଡ ଖୁଲାସା ହୋଇଛି । ଭାରତୀୟ ଫୁଟବଲ କୋଚ ଆଇଗର ଷ୍ଟିମାକ ଟିମର ଚୟନ ପାଇଁ ଜ୍ୟୋତିଷଙ୍କ ଉପରେ ନିର୍ଭର କରିଥିଲେ । ଖେଳାଳିଙ୍କ ଜନ୍ମତିଥି ଦେଖି ଟିମରେ ଚୟନ କରାଯାଉଥିଲା ବୋଲି AIFF…

ମଣିପୁରରେ ହିଂସାରେ ଜଳିଗଲା ଭାରତୀୟ ଫୁଟବଲ ଖେଳାଳିଙ୍କ ଘର, ଜୀବନ ଯାକର ଆୟ ଜଳିପୋଡି ଛାରଖାର

ମଣିପୁର ହିଂସା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ହିଂସାରେ ଭାରତୀୟ ଫୁଟବଲ ଖେଳାଳିଙ୍କୁ ବରବାଦ କରିଦେଇଛି । ଭାରତୀୟ ଫୁଟବଲ ଖେଳାଳି ଚିଙ୍ଗଲେନସାନା ସିଂ କୋଝିକୋଡଙ୍କ ଘର ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରତିବାଦକାରୀ ଖେଳାଳିଙ୍କ ଘରେ ନିଆଁ ଲଗାଇଦେଇଛନ୍ତି । ଜୀବନ ଯାକର ପରିଶ୍ରମ ଆୟ…

ବାଲେଶ୍ବର ଟ୍ରେନ ପୀଡିତଙ୍କୁ ୨୦ ଲକ୍ଷ ଦାନ କଲା ଭାରତୀୟ ଫୁଟବଲ ଟିମ୍‌, ପୁରସ୍କାର ବାବଦରେ ୧ କୋଟି ଦେଇଥିଲେ ଓଡିଶା…

ଭାରତୀୟ ଫୁଟବଲ ଟିମ୍‌ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍‌ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଭାରତୀୟ ଫୁଟବଲ ଟିମ୍‌ ଏହି…

ଝିଅ ଭାରତ ବିଶ୍ୱକପ୍‌ ଦଳ ଅଧିନାୟିକା, ତାଙ୍କ ନାଁରେ ଚାଲିଛି ସଡ଼କ ତିଆରି ସେଥିରେ କୁଲି କାମ କରୁଛନ୍ତି ବାପା ମା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଛି ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ୱକପ୍। ଉଭୟ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଉ ସମ୍ମାନର କଥା। ଏଥିରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଖେଳି ସାରିଛି। ତେବେ ଦୁଇଟି ଯାକ ମ୍ୟାଚରେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି। ଆୟାଜକ ଦେଶ ଭାବେ ଭାରତକୁ ଏହି…

ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ, ଅଭ୍ଯାସ ମ୍ଯାଚ ପାଇଁ ଯିବେ ବାହାରିନ

ଆଗାମୀ ଏଏଫସି ମହିଳା ଏସିଆ କପ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଖାଖା ଏବଂ ମନୀଷା ପାନା। ଆଗାମୀ ବର୍ଷ ଏହି ଟୁର୍ନାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି, ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର ଯାଏ ଟୁର୍ଣ୍ଣାମେଣ୍ଟ…