Browsing Tag

indian government

ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରୁଛନ୍ତି ପରିବାର ଲୋକେ

କେନ୍ୟୁଜ : ୟୁକ୍ରେନରେ ସଙ୍କଟ ବେଳେ ସେଠାରେ ଫସି ରହିଛନ୍ତି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ସୁପ୍ରିତ ସାହୁ। ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ୟୁକ୍ରେନରେ ପାଠପଢୁଛନ୍ତି। ତିନିମାସ ତଳେ ଡାକ୍ତରୀ ପାଠ ପଢିବା ପାଇଁ ସେ ଢେଙ୍କାନାଳରୁ ଯାଇଛନ୍ତି। ଯୁଦ୍ଧ ଖବର ମିଳିବା ପରେ ତାଙ୍କ…

ସେନାର ପାରମ୍ପରିକ ବ୍ୟାଣ୍ଡରେ ଆଉ ବାଜିବନି ୭୦ ବର୍ଷ ତଳର ଧୂନ୍‌

ଆଜି ମାନେ ଜାନୁଆରୀ ୨୬ରେ ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଆସନ୍ତା ୨୯ ତାରିଖ ସନ୍ଧ୍ୟା ସମୟରେ ବିଜୟ ଚୌକରେ ବିଟିଂ ଦ ରିଟ୍ରିଟ ସମାରୋହ ଆୟୋଜନ ହେବାକୁ ଯାଉଛି। ଏହି ସମାରୋହରେ ନୌସେନା, ବାୟୁସେନା ଏବଂ ସଶସ୍ତ୍ର ପୋଲିସ ବାହିନୀ ପାରମ୍ପରିକ ବ୍ୟାଣ୍ଡ ସହ ଦେଶ ପାଇଁ ସହିଦ…

ପାକିସ୍ତାନର ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଆତଙ୍କବାଦୀ ଘୋଷଣା

ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ନିକଟରେ ଆଣିଥିବା ସଂଶୋଧିତ ଆତଙ୍କବାଦୀ ବିରୋଧୀ ଆଇନ, ୟୁଏପିଏ ବଳରେ ସେମାନଙ୍କୁ ଆତଙ୍କବାଦୀ…