ଓଡିଶା ପାଇଁ ଗର୍ବ, ଅମିତ ରୋହିଦାସ ଭାରତୀୟ ହକି ଟିମର କ୍ୟାପଟେନ ହେଲେ
ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳର ନାଁ ଘୋଷଣା କରାଯାଇଛି । ଆଉ ଏହି ଦଳର କ୍ୟାପଟେନ ଭାବେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଏଫଆଇଏଚ ହକି ପ୍ର ଲିଗ ୨୦୨୧-୨୦୨୨ ଦ୍ୱାରା ଅନୁଷ୍ଠିତ ବେଲ୍ଜିୟମ ଓ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅମିତ ଭାରତ ଦଳ…