‘ଇଣ୍ଡିଆନ୍ ଆଇଡଲ୍ 15′ ରେ ୱିନର ହେଲେ ମାନସୀ ଘୋଷ, ଛୁଟୁଛି ପ୍ରଂଶାସର ସୁଅ
‘ଇଣ୍ଡିଆନ୍ ଆଇଡଲ୍ 15' ଶେଷ ହୋଇଛି । ଶୋ’ର ଅନ୍ତିମ ପର୍ଯ୍ୟାୟ ଏପ୍ରିଲ୍ ୬, ୨୦୨୫ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମାନସୀ ଘୋଷଙ୍କୁ ୱିନର ଭାବରେ ଘୋଷଣା କରାଯାଇଥିଲା । ଏହି ସିଜିନର ଟ୍ରଫି ସହିତ, ମାଦସୀ ଘୋଷଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ କାର୍ ମଧ୍ୟ ପୁରସ୍କାର ମିଳିଛି । ଏହି ସମୟରେ…