Browsing Tag

indian navy

ଭାରତୀୟ ନୌସେନାକୁ ଆଜି ମିଳିବ ଡବଲ ପାୱାର, ସ୍ବଦେଶୀ କ୍ଷମତାରେ କରିବ ଶକ୍ତି ପ୍ରଦର୍ଶନ

ଭାରତୀୟ ନୌସେନାକୁ ଆଜି ମିଳିବାକୁ ଯାଉଛି ସମୁଦ୍ରର ଦୁଇଟି ସେଣ୍ଟିନେଲ୍ INS ଉଦୟଗିରି ଏବଂ INS ହିମଗିରି । ଉଭୟ ଯୁଦ୍ଧଜାହାଜ ଆଜି ଅପରାହ୍ନ ୨.୪୫ମିନିଟରେ ଭାରତୀୟ ନୌସେନାରେ ସାମିଲ ହେବେ। ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି । ଯାହା ପ୍ରଥମ ଥର ହେବାକୁ ଯାଉଛି ।…

ପୁଣି ଥରେ ଆରବ ସାଗରରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ, ଆଜିଠୁ ଦୁଇ ଦେଶର ନୌସେନାର ସମରାଭ୍ୟାସ

ପୁଣି ଥରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ।  ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶ।  ଆଜିଠୁ ଦୁଇ ନୌସେନାର ସମରାଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ। ନିଜ ନିଜର ଜଳ ସୀମାରେ ରାହି ସମରାଭ୍ୟାସ କରିବେ ଦୁଇ ଦେଶର ନୌସେନା । ସମରାଭ୍ୟାସ ପୂର୍ବରୁ ନୋଟାମ ଜାରି କରିଛି…

ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ

ୟୁପିର ବାଗପତର ଝିଅ ଆସ୍ଥା ପୁନିଆ ଭାରତୀୟ ନୌସେନାରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ୍ ହୋଇ ଇତିହାସ ରଚିଛନ୍ତି । ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା ପରେ, ଆସ୍ଥା ପୁନିଆ ବର୍ତ୍ତମାନ ଭାରତୀୟ ନୌସେନାର ଫାଇଟର ପ୍ଲେନର ପାଇଲଟ୍ ହୋଇଛନ୍ତି । ଭବିଷ୍ୟତ ପିଢି ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି ।…

ଓମାନ ଯାଉଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ, ଦେବଦୂତ ଭଳି ପହଞ୍ଚିଲା ଭାରତୀୟ ନୌସେନା, ସାମ୍ନାକୁ ଆସିଲା ଚିତ୍ର

ଓମାନ ଯାଉଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ । ଦେବଦୂତ ଭଳି ପହଞ୍ଚିଲା ଭାରତୀୟ ନୌସେନା, ଆଉ ବଞ୍ଚାଇଲା କ୍ରୁ- ସଦସ୍ୟଙ୍କ ଜୀବନ । ଓମାନ ଉପସାଗରରେ ଏକ ମିଶନରେ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ INS ତବାରକୁ MT Yi Cheng 6 ନାମକ ଏକ ଜାହାଜରୁ ଏକ ବିପଦପୂର୍ଣ୍ଣ ସୂଚନା ମିଳିଥିଲା,…

ପାକିସ୍ତାନୀଙ୍କ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌସେନା ଯବାନ୍, ସମୁଦ୍ରରେ ଅପରେସନ୍ କରି ବଞ୍ଚାଇଲେ ଜୀବନ

ମଝି ସମୁଦ୍ରରେ ଜଣେ ପାକିସ୍ତାନୀଙ୍କୁ ସହାୟତା କଲେ ଭାରତୀୟ ଯବାନ୍ । ଜଣେ ମତ୍ସ୍ୟଜୀବୀଙ୍କୁ ସାହାଯ୍ୟର ହାତ ବଢାଇଲେ ଭାରତୀୟ ନୌସେନା । ରବିବାର ଦିନ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆରବ ସାଗରେ ପଇଁତରା ମାରୁଥିଲା ଭାରତୀୟ ନୌସେନାର ଜାହାଜ । ଏତିକି ବେଳେ ଓମାନ ଉପକୂଳରେ ମାଛ…

ନୌସେନା ଚାକିରିକୁ ଯିବା ବେଳେ ନିଖୋଜ ହୋଇଗଲେ ସୌରଭ

ବ୍ରହ୍ମପୁର: କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖିଗଲାଣି । ଘରେ ନା ଜଳୁଛି ଚୂଲି ନା ପେଟକୁ ଯାଉଛି ଦାନା । ପୁଅ ନିଜ କର୍ତ୍ତବ୍ୟ ପଥରେ ଯାଉ ଯାଉ କୁଆଡ଼େ ହଜିଗଲା । କିଛି ଖୋଜ ଖବର ମିଳୁନି ପୁଅର । କଣ କରିପାରିବ ଏ ବିଚରା ମା’ ? ସ୍ବାମୀ ଚାଲିଯିବା ପରେ ଏହି ୨ ପୁଅ ହିଁ ଥିଲେ ତାଙ୍କ ସାହା…

ନାଭାଲ ଡକୟାର୍ଡ ବିଶାଖାପାଟନମ୍ ଅପାରଣ୍ଟିସ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ନାଭାଲ ଡକୟାର୍ଡ ବିଶାଖାପାଟନମ୍ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭାରତୀୟ ନୌସେନାର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ପଦବୀ ବିବରଣୀ : ୨୭୫ ଜରୁରୀ ତାରିଖ : ଇଚ୍ଛୁକ…

ନେଭି ଡେ ପାଇଁ କାଉଣ୍ଟଡାଉନ, ରିହରସଲ କରିଛନ୍ତି ଭାରତୀୟ ନୌସେନାର ଯବାନ

ପୁରୀ : ନେଭି ଡେ ପାଇଁ କାଉଣ୍ଟଡାଉନ ।  ପୁରୀ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ ।  ଶୁଭୁଛି ଯୁଦ୍ଧପୋତର ଗର୍ଜନ ।  କଳାକୌଶଳ ଦେଖାଉଛନ୍ତ ନୌବୀର ଓ ପାରାଟ୍ରୁପର ।  ପୁରୀ ବ୍ଲୁ ଫାଗ ବିଚରେ ଫୁଲ ଡ୍ରେସ ରିହରସଲ କରିଛନ୍ତି ଭାରତୀୟ ନୌ ସେନାର ଯବାନ ।  ଆଜି ମଧ୍ୟ ପୂର୍ଣ୍ଣ ଅଭ୍ୟାସ କରାଯିବ ।…

ଆରବ ସାଗରରୁ ୫୦୦ କିଲୋ ଡ୍ରଗ୍ସ ଜବତ, ସମୁଦ୍ରରୁ ଦୁଇଟି ଡଙ୍ଗା ଖୋଜି ବାହାର କଲା ଏୟାରକ୍ରାଫ୍ଟ

ଭାରତ ଏବଂ ଶ୍ରୀଲଙ୍କା ନୌସେନା ମିଳିତ ଅପରେସନ ଚଳାଇ ଆରବ ସାଗରରୁ ୫୦୦ କିଲୋ ଡ୍ରଗ୍ସ ଜବତ କରିଛନ୍ତି । ନଭେମ୍ବର ୨୪ ଏବଂ ୨୫ରେ ଏକ ଆଣ୍ଟି ଡ୍ରଗ୍ସ ଅପରେସନରେ ଦୁଇଟି ବୋଟ ସହ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏଥିରେ ଥିବା କ୍ରୁମାନଙ୍କୁ ଶ୍ରୀଲଙ୍କା ନୌସେନାକୁ ହସ୍ତାନ୍ତର…

ଗୋଆ: ନୌସେନା ଜାହାଜ ସହ ଧକ୍କା ହେଲା ମତ୍ସ୍ୟଜୀବୀ ଡଙ୍ଗା ‘ମାର୍ଥୋମା’, ୧୧ ଉଦ୍ଧାର, ୨ ନିଖୋଜ

ଗୋଆରେ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା 'ମାର୍ଥୋମା’ ଏବଂ ନୌସେନା ଜାହାଜ ମଧ୍ୟରେ ଜୋରଦାର୍ ଧକ୍କା ହୋଇଛି । ଗତକାଲି ସନ୍ଧ୍ୟାରେ ଗୋଆର ଉତ୍ତର-ପଶ୍ଚିମରେ ପାଖାପାଖି ୭୦ ସାମୁଦ୍ରିକ ମାଇଲ୍ ଦୂରତାରେ ଏହି ଦୁର୍ଘଟଣା ଘଟିଛି । ମତ୍ସ୍ୟଜୀବୀ ଡଙ୍ଗାରେ ୧୩ ଜଣ କ୍ରୁ ଥିଲେ, ସେମାନଙ୍କ ମଧ୍ୟରୁ ୧୧…

ସମୁଦ୍ରରେ ବଢ଼ିବ ଭାରତର ଶକ୍ତି, ୨ ପରମାଣୁ ବୁଡ଼ାଜାହାଜ ନିର୍ମାଣକୁ ଅନୁମତି

ଭାରତ ସରକାରଙ୍କ CCS ଅର୍ଥାତ୍‌ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି ଦୁଇଟି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ ନିର୍ମାଣକୁ ଅନୁମତି ଦେଇଛି । ଏହାଦ୍ୱାରା ଭାରତୀୟ ନୌସେନାର ସାମରିକ ଏବଂ ଆକ୍ରାମକ କ୍ଷମତା ବୃଦ୍ଧି ପାଇବ । ଏହି ବୁଡ଼ାଜାହାଜ ନିର୍ମାଣ ଦ୍ୱାରା…

Indian Navy ରେ ୨୫୦ ପଦବୀ ଖାଲି, ୧୪ ସେପ୍ଟେମ୍ବରରୁ କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନାରେ ସର୍ଟ ସର୍ଭିସ କମିଶନ ଅଧିନରେ ୨୫୦ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଭାରତୀ…