ଖୋର୍ଦ୍ଧା: ଭାରତୀୟ ନୌସେନା ଚିଲିକା ବେସ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଇଂଜନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ INS ଚିଲିକା ଦ୍ୱାରା ଏକ ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରକୁ ଆନୁଷ୍ଠାନିକ ଭାବେ NWWA ର ସଭାପତି ସଂଗୀତା ସାହୁ ଉଦ୍ଦଘଟିତ କରିଛନ୍ତି । INS ଚିଲିକା…