Browsing Tag

indian navy

ଭାରତୀୟ ନୌସେନାକୁ ସଫଳତା : ଅପହୃତ ଏମଭି ରୁଏନ ଜାହାଜ ଉଦ୍ଧାର, ଜଳଦସ୍ୟୁଙ୍କ କବଳରୁ ମୁକୁଳିଲେ ୧୭ ଲୋକ

ଭାରତୀୟ ନୌସେନାକୁ ଆରବ ସାଗରେ ସଫଳତା ମିଳିଛି । ଅପହୃତ ଏମଭି ରୁଏନ ଜାହାଜରୁ ୧୭ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ୪୦ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ । ଭାରତୀୟ ତଟରୁ ପ୍ରାୟ ୧୪ଶହ ନଟିକାଲ ମାଇଲ ଦୂରରେ ଅପରେସନ କରିଥିଲା ଆଇଏନଏସ କୋଲକାତା ।…

ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା: ଧରାପଡିଲା ୩୩୦୦ କେଜି ଡ୍ରଗ୍ସ, ୫ ଗିରଫ

ଭାରତୀୟ ନୌସେନା ଏବଂ ଏନସିବିକୁ ବଡ ସଫଳତା । ଭାରତୀୟ ନୌସେନା ସମୁଦ୍ର ଭିତରେ ୩୩୦୦ କେଜି ଡ୍ରଗ୍ସ ଜବତ କରିଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରି ଏନସିବି । ଏହି ଡ୍ରଗ୍ସର ଦାମ କୋଟି କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୂଚନା ମୁତାବକ, ଇରାନ୍ ବୋଟରେ ଯାଉଥିଲା ହଜାର ହଜାର କୋଟିର…

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେବେଠୁ ହେବ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଚାକିରି ସୁଯୋଗ । ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଭର୍ତ୍ତି ଅନୁସାରେ କୋଷ୍ଟ ଗାର୍ଡରେ ନାଭିକ ଜିଡି ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ଭର୍ତ୍ତି ହେବ । ଏହି ଭର୍ତ୍ତି ପାଇଁ ଅଭିଯାନ ଖୁବଶୀଘ୍ର ଆରମ୍ଭ ହେବ । ଏହି ଭର୍ତ୍ତି ପାଇଁ ଆବେଦନ…

ଆରବ ସାଗରରେ ଭାରତୀୟ ନୌସେନାର ଶୋର୍ଯ୍ୟ: ୨୪ ଘଣ୍ଟାରେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କଲା ୧୯ ପାକିସ୍ତାନୀ ସହ ୨ଟି ଜାହାଜ

ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ୨ଟି ଜାହାଜକୁ ଜଳଦସ୍ୟୁଙ୍କ ପାଖରୁ ଉଦ୍ଧାର କରିଛି । ୧୯ ଜଣ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ସୋମାଲି ଜଳଦସ୍ୟୁ ୧୯ ଜଣ ପାକିସ୍ତାନୀଙ୍କୁ ଅପହରଣ କରି…

ଅପହୃତ ଜାହାଜରେ ପହଞ୍ଚିଲେ ନୌସେନାର କମାଣ୍ଡୋ, ୧୫ ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଅପରେସନ ଜାରି

ଭାରତୀୟ ନୌସେନାର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ଚେନ୍ନାଇ’ ସୋମାଲିଆ ଉପୂକଳ ନିକଟରେ ଅପହୃତ ହୋଇଥିବା ଜାହାଜ ପାଖରେ ପହଞ୍ଚିଯାଇଛି। ଭାରତୀୟ ନୌସେନା ସାମୁଦ୍ରିକ ଡାକୁମାନଙ୍କୁ ହାଇଜ୍ୟାକ୍‌ ଜାହାଜକୁ ଛାଡ଼ିବା ପାଇଁ ଚେତାବନୀ ଜାରି କରିଛି। ସୈନ୍ୟ ଅଧିକାରୀମାନେ କହିଛନ୍ତି, ଜାହାଜରେ ଥିବା ୧୫…

ତିଆରି ହେଉଛି ଭାରତୀୟ ନୌସେନାର ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ବୁଡ଼ାଜାହାଜ ବଙ୍କର୍‌, ଜାଣନ୍ତୁ INS Varsha ବିଷୟରେ…

INS Varsha, ଭାରତର ଗୁପ୍ତ ନୌସେନା ବେସ୍‌। ଏଠାରେ ପରମାଣୁ ବୁଡ଼ାଜାହାଜ ରଖାଯିବ। ଏହାକୁ ସଞ୍ଚାଳନ କରିବ ଇଷ୍ଟର୍ନ ନାଭାଲ୍ କମାଣ୍ଡ, ଯାହାର ମୁଖ୍ୟାଳୟ ରହିଛି ବିଶାଖାପାଟଣାରେ। ପ୍ରଥମେ ଏହି ବେସ୍‌ ଗଙ୍ଗାଭରମ୍‌ରେ ନିର୍ମାଣ ହେବାକୁ ଯାଉଥିଲା। କିନ୍ତୁ ପରେ ବିଶାଖାପାଟଣାଠାରୁ ୫୦ କିଲୋମିଟର…

ଆରବ ସାଗରରେ ମାଲ୍ଟା ଜାହାଜ ଅପହରଣ ଉଦ୍ୟମ, ସହାୟତା ପାଇଁ ଆଗେଇ ଆସିଲା ଭାରତୀୟ ନୌସେନା

ଆରବ ସାଗରରେ ମାଲ୍ଟା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା । ୟୁରୋପୀୟ ଦେଶ ମାଲ୍ଟାର ଅପହୃତ MV RUENକୁ ଉଦ୍ଧାର କରୁଛି ଭାରତୀୟ ନୌସେନାର ଯୁଦ୍ଧପୋତ ଓ ଏୟାରକ୍ରାଫ୍ଟ । ଛଅ ଜଣ ଜଳଦସ୍ୟୁ ଜାହାଜ MV RUENକୁ ଅପହରଣ କରି ନେଇଥିଲେ । ଜାହାଜରେ ୧୮ ଜଣ କ୍ରୁ ସଦସ୍ୟ ଥିଲେ । ଏ…

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ନୌସୈନିକଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସୈନିକଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ସରକାର ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି।…

୮ ପୂର୍ବ ନୌସେନା ଅଧିକାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତର ଆବେଦନ ଗ୍ରହଣ କଲେ କତାର କୋର୍ଟ

କତାର କୋର୍ଟ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ୱୀକାର କରିଛନ୍ତି। ବହୁତ ଜଲ୍‌ଦି କୋର୍ଟ ତାଙ୍କ ଅପିଲ୍‌ ଉପରେ ଶୁଣାଣି କରିପାରନ୍ତି। ସୂଚନାଥାଉ କି, କତାର କୋର୍ଟ ଅକ୍ଟୋବର ୨୬ରେ ଭାରତୀୟ ନୌସେନା ଅଧିକାରୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ, ଯାହାକୁ ନେଇ ଭାରତର…

ଭାରତ ହେଲା ଆହୁରି ଶକ୍ତିଶାଳୀ, ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପ୍ରତିଦିନ ନୂଆ ନୂଆ ପାହାଚ ଅତିକ୍ରମ କରୁଛି। ଏହି କ୍ଷେତ୍ରରେ ଏବେ ଭାରତକୁ ମିଳିଛି ଆଉ ଏକ ସଫଳତା। ଭାରତୀୟ ନୌସେନା ଏବଂ ଡିଆର୍‌ଡିଓ (DRDO) ନଭେମ୍ବର ୨୧ ମଙ୍ଗଳବାର ସ୍ୱଦେଶୀ ନାଭାଲ୍ ଆଣ୍ଟି ସିପ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଛି। ଏହି…

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଦାଖଲ କରାଗଲା ଅପିଲ୍‌: କେନ୍ଦ୍ର

ମଧ୍ୟ-ପୂର୍ବ ଦେଶ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କେନ୍ଦ୍ର ସରକାର ଅପିଲ୍‌ ଦାଖଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କତାରର ଏକ…

ନୌସେନା ଯବାନଙ୍କର ହେବ ନୂଆ ଡ୍ରେସ କୋଡ୍‌, କୁର୍ତ୍ତା ପାଇଜାମାରେ ଆସିପାରନ୍ତି ନଜର

ନୌସେନା ଯବାନଙ୍କର ହେବ ନୂଆ ଡ୍ରେସ କୋଡ୍‌ । ଏମିତିରେ କିଚେନ ଏବଂ ବେଡରୁମରେ ଯବାନ ତଥା ଅଧିକାରୀ ଭାରତୀୟ ପୋଷାକ ପିନ୍ଧିପରିବେ । ଆଜି ପର୍ଯ୍ୟନ୍ତ ଏହାର ଅନୁମତି ମିଳି ନଥିଲା । ଗତ ମାସରେ ନୌସେନାର ତିନିଦିନିଆ ସମ୍ମିଳନୀରେ ସିଭିଲ ଡ୍ରେସ ପ୍ରଦର୍ଶନୀ ହୋଇଥିଲା । ସେନା ରକ୍ଷା ମନ୍ତ୍ରୀ ଅଜୟ…