Browsing Tag

indian navy

ସମୁଦ୍ର ମଧ୍ୟରେ ଶତ୍ରୁଙ୍କୁ ଟକ୍କର ଦେବ ଯୁଦ୍ଧାସ୍ତ୍ର ଟରପିଡୋ, DRDO ଦ୍ୱାରା ସଫଳ ହେଲା ପରୀକ୍ଷଣ

(କେନ୍ୟୁଜ ବ୍ୟୁରୋ): ଦେଶରେ ହେଉଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ଏକ ବଡ଼ ସଫଳତା ମିଳିଛି । ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ଟରପିଡୋର ପରୀକ୍ଷଣ ସଫଳ ହୋଇଛି । ଏହି ହେଭିେଓ୍ଵଟ ଟରପିଡୋ ସଫଳତାପୂର୍ବକ ପାଣି ଭିତରେ ନିଜ ଲକ୍ଷକୁ ଭେଦ କରିଛି । ଭାରତୀୟ ନୌସେନା ଏବଂ ଡିଆରଡିଓ…

ଆରବ ସାଗରରେ ଜରୁରୀ ଅବତରଣ କଲା ନୌସେନା ହେଲିକାପ୍ଟର; ଅଳ୍ପକେ ରକ୍ଷା ପାଇଲେ ଚାଳକ ଦଳ

ଭାରତୀୟ ନୌସେନାର ହେଲିକାପ୍ଟର ମୁମ୍ବାଇ ଉପକୂଳଠାରୁ ଦୂର ଆରବ ସାଗର ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛି। ଚାଳକ ଦଳର ତିନି ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ମୁତାବକ, ଭାରତୀୟ ନୌସେନା ଆଡଭାନ୍ସ ଲାଇଟ୍ ହେଲିକାପ୍ଟର (ALH) ମୁମ୍ବାଇରୁ ନିୟମିତ ଉଡ଼ାଣ ଭରିଥିଲା। ଏହି…

ପ୍ରଥମ ଥର ସମୁଦ୍ର ମଧ୍ୟରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ରେ ହେବ ନୌସେନା କମାଣ୍ଡର ସମ୍ମିଳନୀ! ସମ୍ବୋଧିତ କରିବେ…

ନୌସେନାର କମାଣ୍ଡର ସମ୍ମିଳନୀ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଛି। କମାଣ୍ଡରମାନଙ୍କର ଏହି ବୈଠକ ପ୍ରଥମ ଥର ପାଇଁ ଆଇଏନ୍‌ଏସ୍‌ ବିକ୍ରାନ୍ତରେ ଅନୁଷ୍ଠିତ ହେବ। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କନ୍‌ଫରେନ୍ସର ପ୍ରଥମ ଦିନରେ ନୌସେନାର ଟପ୍‌ କମାଣ୍ଡରମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ…

ଚୀନକୁ ଚ୍ୟାଲେଞ୍ଜ : ସମୁଦ୍ରରେ ଶତ୍ରୁକୁ ସାମନା କରିବ INS ଭାଗିର, ଉଡିଲା ଚୀନ ଓ ପାକ୍‌ ର ହୋସ୍‌

ନୂଆଦିଲ୍ଲୀ : ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି । ଅଗାଧ ସମୁଦ୍ରରେ ଶତ୍ରୁ ଉପରେ ପ୍ରହାର କରିବାକୁ ସକ୍ଷମ ଥିବା ବୁଡା ଜାହଜ INS ଭାଗୀର ୨୩ ତାରିଖ ସୋମବାର ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହାକୁ ଦେଖି ଉଡିଛି ପାକିସ୍ତାନ ଓ ଚୀନର ହୋସ୍‌ । ଅଧିକ ଶକ୍ତିଶାଳୀ ହେଲା ନୌସେନା । ମୁମ୍ବାଇ…

ଥରିବ ଶତ୍ରୁ: ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ INS ବିକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଥରିବ ଶତ୍ରୁ, ବଢିବ ବଳ । ସମୁଦ୍ରରେ ରାଜ୍‌ କରିବ INS ବିକ୍ରାନ୍ତ । ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ । ଆଜି ନୌସେନାରେ ସାମିଲ ହେବ ଆଇଏନଏସ ବିକ୍ରାନ୍ତ । ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ ନୌସେନାରେ ଏହାର…

ଇଣ୍ଡିଆନ ନେଭିରେ ନିଯୁକ୍ତି ପାଇବାକୁ ଆଗ୍ରହୀ ଅଛନ୍ତିକି, ତେବେ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ନେଭି କିମ୍ବା ଭାରତୀୟ ନୌସେନାରେ ଅଗ୍ନିପଥ ସ୍କିମର ସିନିୟର ସେକେଣ୍ଡାରୀ ରିକ୍ରୁଟି (SSR)ର ହଜାର ହଜାର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ କୁଲାଈ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ଆବେଦନ କରାଯାଇପାରିବ । ଏହି ଭର୍ତ୍ତି ପାଇଁ…

ନୌସେନାରେ ହେବେ ୨୦ ପ୍ରତିଶତ ମହିଳା ଅଗ୍ନିବୀର, ଜାଣନ୍ତୁ ବର୍ତ୍ତମାନ ତିନି ସେନାରେ କେତେ ଅଛନ୍ତି ମହିଳା

ନୌସେନା କହିଛି ଯେ ଚଳିତ ବର୍ଷ ୨୦ ପ୍ରତିଶତ ମହିଳାଙ୍କୁ ଅଗ୍ନିବୀରରେ ଭର୍ତ୍ତି କରାଯିବ। ତିନିଟି ସେନା ମଧ୍ୟରୁ ନୌସେନାରେ ହିଁ ଅଧିକ ମହିଳା ଅଛନ୍ତି। ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ପାଇଁ ଅଣାଯାଇଥିବା 'ଅଗ୍ନିପଥ ସ୍କିମ୍'ରେ ମହିଳାମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ବର୍ଷ ନୌସେନାରେ…

ଇଣ୍ଡିଆନ୍‌ ନେଭୀରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ଖାଲି ପଡିଛି ୧୫୩୧ ପଦ, ଦରମା ୬୦ ହଜାର ଉପରେ

ସେନାରେ ଚାକିରି କରିବାକୁ ଇଚ୍ଛା ରଖୁଥିବା ଯୁବାଗୋଷ୍ଠୀଙ୍କ ପାଇଁ ବଢ଼ିଆ ଖୁସି ଖବର। ଇଣ୍ଡିଆନ୍‌ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦରେ ଭେକେନ୍ସୀ ବାହାରିଛି। ଯାହାକୁ ନେଇ ଆବେଦନ କରାଯାଉଛି। ୧୫୩୧ ପଦ ପାଇଁ ନିଯୁକ୍ତି ବାହାରିଛି, ଯେଉଁଥିରେ ୧୦ମ ପାସ୍‌ ମଧ୍ୟ ଆବେଦନ କରିପାରିବେ। ଏହି ପଦ…

ସେନାର ପାରମ୍ପରିକ ବ୍ୟାଣ୍ଡରେ ଆଉ ବାଜିବନି ୭୦ ବର୍ଷ ତଳର ଧୂନ୍‌

ଆଜି ମାନେ ଜାନୁଆରୀ ୨୬ରେ ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଆସନ୍ତା ୨୯ ତାରିଖ ସନ୍ଧ୍ୟା ସମୟରେ ବିଜୟ ଚୌକରେ ବିଟିଂ ଦ ରିଟ୍ରିଟ ସମାରୋହ ଆୟୋଜନ ହେବାକୁ ଯାଉଛି। ଏହି ସମାରୋହରେ ନୌସେନା, ବାୟୁସେନା ଏବଂ ସଶସ୍ତ୍ର ପୋଲିସ ବାହିନୀ ପାରମ୍ପରିକ ବ୍ୟାଣ୍ଡ ସହ ଦେଶ ପାଇଁ ସହିଦ…

ଭାରତୀୟ ନୌସେନାରେ ୩୦୦ ସେଲର ପଦବୀ ପାଇଁ ବାହାରିଲା ନିଯୁକ୍ତି, ୧୦ମ ପାସ୍‌ ଆଶାୟୀ କରି ପାରିବେ ଆବେଦନ

ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଭାରତୀୟ ନୌସେନା (Indian Navy) ତରଫରୁ ସୁବର୍ଣ୍ଣ ସୁଯୋଗ ଜାରି କରାଯାଇଛି। ଭାରତୀୟ ନୌସେନା ଖାଲି ପଡ଼ିଥିବା ୩୦୦ ସେଲର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ନୌସେନା ଦ୍ୱାରା ଏହି ନୋଟିଫିକେଶନ କିଛି ଦିନ ପୂର୍ବରୁ…

ପରମାଣୁ ଶକ୍ତି ଚାଳିତ ଏବଂ ପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ନୌସେନା, ୬ ନ୍ୟୁକ୍ଲିୟର ବୁଡ଼ାଜାହାଜ ନିର୍ମାଣ ପାଇଁ…

ଭାରତୀୟ ନୌସେନା ପରମାଣୁ ଶକ୍ତି ଚାଳିତ ଏବଂ ଡିଜେଲ-ଇଲେକ୍ଟ୍ରିକ୍‌ ଶକ୍ତିରେ ଚାଲୁଥିବା ପାରମ୍ପରିକ ବୁଡ଼ାଜାହାଜର ବ୍ୟବହାର ଜାରି ରଖିବ। ରୁଷ ଏବଂ ଚୀନ୍ ନୌସେନା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନା ୨୪ଟି ନୂଆ ବୁଡ଼ାଜାହାଜର ଆବଶ୍ୟକତା ଲୋଡ଼ିଛି। ସେଥିମଧ୍ୟରୁ ୬ଟି କଲଭାରୀ…

ବିନା ପରୀକ୍ଷାରେ ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ମିଳିବ ମୋଟା ଅଙ୍କର ଦରମା

ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଇଣ୍ଡିଆନ୍‌ ନ୍ୟାଭିରେ ଏକ୍‌ଜିକ୍ୟୁଟିଭ୍‌, ଟେକ୍ନିକାଲ ଓ ଏଜୁକେସନ୍‌ ବ୍ରାଞ୍ଚରେ ସର୍ଟ ସର୍ଭିସ କମିଶନ ଅଧିକାରୀ ପଦ ଖାଲି ପଡ଼ିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆନ୍‌ ନ୍ୟାଭିର ଅଫିସିଆଲ…