ଭାରତ ମହାସାଗରରେ ମିଳିଲା ରହସ୍ୟମୟ ‘ମାଧ୍ୟାକର୍ଷଣ ଛିଦ୍ର’, ଗବେଷକ ଖୁଲାସା କଲେ କିପରି ହୋଇଥିଲା ଉତ୍ପତ୍ତି
ବ୍ରହ୍ମାଣ୍ଡର ଅନେକ ରହସ୍ୟ ରହିଛି। ଏହାକୁ ଧୀରେ ଧୀରେ ଅନୁସନ୍ଧାନ କରୁଛି ବିଜ୍ଞାନ। ଆମ ପୃଥିବୀରେ ଏବେ ବି କିଛି ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଭାରତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ଭାରତ ମହାସାଗରରେ ୩୦ ଲକ୍ଷ ବର୍ଗ କିଲୋମିଟର ବ୍ୟାପିଥିବା ବିଶାଳକାୟ 'ମାଧ୍ୟାକର୍ଷଣ ଛିଦ୍ର (Gravity…