Odisha News
.
Browsing Tag

indian politician

ଫାଇଭଷ୍ଟାର ଗୁଣ୍ଡା, ସାଂସଦଙ୍କ ପୁଅ ସର୍ବସମ୍ମୁକ୍ଷରେ ପିସ୍ତଲ ଦେଖାଇ ଯୁବତୀଙ୍କୁ ଧମକ

ନୂଆଦିଲ୍ଲୀ : ପୂର୍ବତନ ସାଂସଦଙ୍କ ପୁଅ ସର୍ବସମ୍ମୁକ୍ଷରେ ପିସ୍ତଲ ଦେଖାଇ ଯୁବତୀଙ୍କୁ ଧମକ । ଦକ୍ଷିଣ ଦିଲ୍ଲୀ ସ୍ଥିତ ପଞ୍ଚ ତାରକା ହୟାତ ହୋଟେଲ ଆଗରେ ଘଟିଛି ଏହି ଘଟଣା । ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । ହୋଟେଲ ଆଗରେ ଜଣେ ଯୁବକ କିପରି ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ।  ଅଭିଯୁକ୍ତ ଯୁବକ…

ନେତାଙ୍କ ଶିକ୍ଷାଗତ ଯୋଗ୍ଯତା : ଜାଣନ୍ତୁ କେଉଁ ମନ୍ତ୍ରୀ ପଢିଛନ୍ତି ଅଧିକ ପାଠ

ଆମେ ଆମ ଦେଶର ରାଜନେତାଙ୍କୁ ନେଇ ଅନେକ କିଛି ଶୁଣୁଛେ ଆଉ ଦେଖୁଛେ । ଖାସ୍ କରି ବିବାଦ, ଦୁର୍ନୀତି ଓ ଦୁଷ୍କର୍ମ ଆଦି ଅନେକ ମାମଲାରେ ଅଧିକାଂଶ ସମୟରେ ଅଧିକାଂଶ ନେତା ରାଜନେତାଙ୍କ ନାଁ ଆସିଥାଏ । ତେବେ ନେତା ରାଜନେତା ମାନଙ୍କ କାର୍ଯ୍ଯ କରିବା ଶୈଳୀ, ସମ୍ପତ୍ତି ଏବଂ ଶିକ୍ଷାଗତ ଯୋଗ୍ଯତାକୁ…