Browsing Tag

indian railway

ରେଳବାଇର ବଡ଼ ନିଷ୍ପତ୍ତି, ତତ୍କାଳରେ ୱିଣ୍ଡୋ ଟିକେଟ୍ ନେଲେ ମଧ୍ୟ ବାଧ୍ୟତାମୂଳକ ହେବ OTP

ଦଲାଲଙ୍କୁ ରୋକିବା ପାଇଁ ୱିଣ୍ଡୋ ତତ୍କାଳ ଟିକେଟ୍ ବୁକିଂ ଉପରେ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । କିଛି ଦିନ ମଧ୍ୟରେ ସାରା ଦେଶରେ ଚଳାଚଳ କରୁଥିବା ସମସ୍ତ ଟ୍ରେନରେ ଏହି ବ୍ୟବସ୍ଥା ଲାଗୁ ହେବ । ରେଳବାଇର କହିବା ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ସମସ୍ତ ଟ୍ରେନର ତତ୍କାଳ କାଉଣ୍ଟର…

ରେଲୱେ ବୋର୍ଡର ବଡ଼ ନିଷ୍ପତ୍ତି, କମିଲା ରେଲ ନୀର ପାଣି ବୋତଲ ଦାମ୍, ଆସନ୍ତା ୨୨ରୁ ହେବ ଲାଗୁ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟର ରେଳୱେ ବୋର୍ଡ ପକ୍ଷରୁ ରେଲ ନୀର ଦାମକୁ ନେଇ ବଡ଼ ଘୋଷଣା ହୋଇଛି । ରେଲୱେ ବୋର୍ଡ ତରଫରୁ ଜାରି ହୋଇଥିବା ନୋଟିଫିକେସନ ମୁତାବକ, ରେଲ ନୀର ନାମରେ ବିକ୍ରି ହେଉଥିବା ବୋତଲ ପାଣି ଦାମରେ ୧ ଟଙ୍କା କମ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ଆସନ୍ତା ୨୨ ତାରିଖରୁ…

ଲଗେଜ ଓଜନ କରିବା ପରେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ନିୟମ ହେବ ଲାଗୁ

ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ…

୭ଟି ବଗି ଛାଡ଼ି ପଳାଇଗଲା ଇଞ୍ଜିନ, ଅଧଘଣ୍ଟା ପରେ ଗଲା ଗନ୍ତବ୍ୟ ସ୍ଥଳ

ସୋର: ୭ଟି ବଗି ଛାଡ଼ି ପଳାଇଗଲା ଇଞ୍ଜିନ । ବଣା ରେଳ ଫାଟକ ନିକଟରେ ଏକ ମାଲ୍ ବାହୀ ଟ୍ରେନର ଇଞ୍ଜିନ ୭ଟି ବଗିକୁ ଛାଡି ପଳାଇ ଯାଇଥିଲା । ଆଜି ଦିନ ୧୨ଘଟିକା ସମୟରେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ କୋଇଲା ବୋଝେଇ ଟ୍ରେନ ଡାଉନ ଲାଇନରେ ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ବଣା ରେଳ ଫାଟକ ନିକଟରେ…

ମାତ୍ର ୪୫ ପଇସାରେ ମିଳିବ ଟ୍ରାଭେଲ୍ ପଲିସି, ଜାଣନ୍ତୁ କିପରି ଉଠାଇପାରିବେ ଲାଭ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଯାତ୍ରୀମାନେ ଟ୍ରେନ୍ ଟିକେଟରେ ପାଇପାରିବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବୀମାର ପ୍ରିମିୟମ ମାତ୍ର ୪୫ ପଇସାରେ ଉପଲବ୍ଧ । ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ତରଫରୁ ଅନେକ ନୂଆ ନୂଆ ନିୟମ…

ଆଜିଠାରୁ ବଢିଲା ଟ୍ରେନ ଟିକେଟ ଦାମ୍, କିଲୋମିଟର ପିଛା ବଢିଲା ୨ ପଇସା

ଏବେ ମହଙ୍ଗା ହେବ ରେଳ ଯାତ୍ରା । ଭାରତୀୟ ରେଳ ଦୀର୍ଘବର୍ଷ ପରେ ଟ୍ରେନ ଟିକେଟ ଦାମ୍ ବଢାଇବାକୁ ନିଷ୍ପତ୍ତି ନେଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଟ୍ରେନର ଏସି ଓ ନନ୍ ଏସି ଟିକେଟ ମୂଲ୍ୟ ବୃଦ୍ଧି ପାଇଛି । ନନ୍ ଏସି ଟ୍ରେନ ଟିକେଟରେ କିଲୋମିଟର ପିଛା ୧ ପଇସା ଓ ଏସି କିଲୋମିଟର ପିଛା ୨…

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର, ଏବେ ଯାତ୍ରା ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେଶନ୍ ଅପଡେଟ୍

ଏବେ ୪ ନୁହେଁ ୨୪ ଘଣ୍ଟା ପୂର୍ବରୁ ଜଣାପଡିବ ଆପଣଙ୍କ ଟ୍ରେନ ଟିକେଟ କନଫର୍ମ ହେଲା ନା ନାହିଁ । ହଁ ଆଜ୍ଞା ଏବେ ଆପଣଙ୍କୁ ଆପଣଙ୍କର ୱେଟିଂ ଟିକେଟ୍ କନଫର୍ମ ହେବ କି ନାହିଁ ଜାଣିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି । ରେଳବାଇ ଟିକେଟ୍ ସହ ଜଡିତ ଏକ ବଡ଼ ନିୟମ…

ଏବେ ଚଳନ୍ତା ଟ୍ରେନ ଭିତରୁ ଉଠାଇ ପାରିବେ ଟଙ୍କା, ଟ୍ରେନରେ ଲାଗିବ ଏଟିଏମ୍

ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଚଳନ୍ତା ଟ୍ରେନ ଭିତରୁ ଉଠାଇ ପାରିବେ ଟଙ୍କା । ଚେକ୍ ବୁକ୍ ଅର୍ଡର କରିବା ସହ ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ । କାରଣ ଟ୍ରେନରେ ଲାଗିବ ଏଟିଏମ୍ । ଯାହାର ଟ୍ରାଏଲ ଆରମ୍ଭ ହୋଇ ସାରିଛି । ଏହାର ପ୍ରଥମ ଟ୍ରାଏଲ ସଫଳ ମଧ୍ୟ ହୋଇଛି । ଯଦି ଆପଣ ମଧ୍ୟ…

ଭାରତୀୟ ରେଳ ବିଭାଗର ନୂଆ ନିୟମ: କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ମିଳିବ ପ୍ଲାଟଫର୍ମ ଭିତରକୁ ଯିବାକୁ ଅନୁମତି !

ନୂଆଦିଲ୍ଲୀ: ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା ସମଗ୍ର ଦେଶରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାରେ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଥିଲା । ତେବେ ଆଗାମୀ ଭବିଷ୍ୟତରେ ଯେପରି ଏମିତି ଦୁଃଖଦ ଘଟଣା କେବେ ନ ଘଟୁ, ସେଥିପାଇଁ ରେଳ ବିଭାଗ ପକ୍ଷରୁ ଆଖିଦୃଶିଆ ପଦକ୍ଷପ…

Indian Railway ଆଣିଲା ସୁପରଆପ୍, ଗୋଟିଏ ଆପରେ ମିଳିବ ସବୁ ସର୍ଭିସ

ରେଳ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ଏକ ନୂଆ ସୁପର ଆପ୍ ପ୍ରକାଶ କରିଛି । ଏହାର ନାମ SwaRail ରଖାଯାଇଛି । ଏଥିରେ ୟୁଜର୍ସମାନେ ଗୋଟିଏ ସ୍ଥାନରେ ଅନେକ ସୁବିଧା ପାଇବାକୁ ଯାଉଛନ୍ତି । ଟେଷ୍ଟିଙ୍ଗ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହା ଉପଲବ୍ଧ କରାଯାଇଛି । ପ୍ରାରମ୍ଭରେ କେବଳ ୧୦୦୦ ଲୋକ…

ମହାକୁମ୍ଭରୁ ଶ୍ରଦ୍ଧାଳୁ ଫେରିବା ପାଇଁ ୩୬୦ରୁ ଅଧିକ ଟ୍ରେନ ଚଲାଇବ ରେଲୱେ, ୧୦ଟା ସୁଦ୍ଧା ୩.୫ କୋଟି କଲେ ସ୍ନାନ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ଆଜି ମୌନୀ ଅମାବାସ୍ୟାରେ ୧୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାର ଲକ୍ଷ୍ୟ ରହିଛି । ମହାସ୍ନାନ ପୂର୍ବରୁ ଦଳାଚକଟା ସ୍ଥିତି ଉପୁଜିଥିବାରୁ କିଛି ଲୋକଙ୍କ ଜୀବନ ଚାଲିଯାଇଥିବା…

ରେଳବାଇରେ ୪୨୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ସାଇଥ ସେଣ୍ଟ୍ରାଲ ରେଲୱେ ଅପାରଣ୍ଟିସ ୪୨୩୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ…