୧୦ମ ଏବଂ ଆଇଟିଆଇ ପାସ୍ କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ରେଲୱେରେ ୧୧୫୪ ପଦବୀ ଖାଲି
ଇଷ୍ଟ ସେଣ୍ଟ୍ରାଲ ରେଲୱେରେ ୧୧୫୪ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ବିଭିନ୍ନ ଡିଭିଜନ ଏବଂ ୱାର୍କସପରେ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୨୫ ଜାନୁଆରୀରୁ ଆରମ୍ଭ ହୋଇଛି । ଆବେଦନ…