Browsing Tag

indian railway

ବନ୍ଦେ ଭାରତ ପରେ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ, ଜାଣନ୍ତୁ କେଉଁ ରୁଟରେ ଚାଲିବ

ବନ୍ଦେ ଭାରତ ଏକ୍ସପ୍ରେସ ପରେ ଏବେ ସ୍ୱଦେଶୀ ବୁଲେଟ ଟ୍ରେନ ପ୍ରସ୍ତୁତ କରିବ ଭାରତ । ଏହାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଉଛି । ବିଶ୍ୱସ୍ତରରେ ୨୫୦ କିମି ପ୍ରତିଘଣ୍ଟା ସ୍ପିଡରେ ଯାଉଥିବା ଟ୍ରେନକୁ ହାଇସ୍ପିଡ ଟ୍ରେନ କୁହାଯାଉଛି । ଜଣେ ଅଧିକାରୀ କହିଛନ୍ତି, ଏହାକୁ ବନ୍ଦେ ଭାରତ…

ଭାରତୀୟ ରେଳ ପାଇଁ ଐତିହାସିକ ଦିନ, ୪୧,୦୦୦ କୋଟିର ଦୁଇ ହଜାରରୁ ଅଧିକ ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ରେଳ ପାଇଁ ଆଜି ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ପିଏମ୍‌ ମୋଦି ରେଲୱେକୁ ୪୧,୦୦୦ କୋଟି ମୂଲ୍ୟର ୨,୦୦୦ରୁ ଅଧିକ ପ୍ରକଳ୍ପ ଭେଟି ଦେଇଛନ୍ତି । ମୋଦି ଏହାକୁ…

ଟଳିଲା ବଡ ରେଳ ଦୁର୍ଘଟଣା, ବିନା ଡ୍ରାଇଭରରେ ୭୦ କିମି ଚାଲିଲା ଟ୍ରେନ ; ଦେଖନ୍ତୁ ଭିଡିଓ

ଅଳ୍ପକେ ଟଳିଲା ବଡ ରେଳ ଦୁର୍ଘଟଣା । ବିନା ଡ୍ରାଇଭରରେ ଗଡିଲା ଟ୍ରେନ । ଟ୍ରେନିଟି ୭୦ କିଲୋମିଟର ଗଡିଥିବା ଜଣାପଡିଛି । ରୋଲ ଡାଉନ କାରଣରୁ ଆଗକୁ ମାଡିଗଲା ମାଲବାହୀ ଟ୍ରେନ । ଖବର ମୁତାବକ, ଜମ୍ମୁ କଶ୍ମୀରର କଠୁଆ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଅଚାନକ ପଠାନକୋଟ ଆଡ଼କୁ…

ରେଲୱେରେ ୯୦୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେବେଠୁ କରିବେ ଆବେଦନ

ରେଳବାଇରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ରେଲୱେରେ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ indianrailways.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ମାର୍ଚ୍ଚ ୯, ୨୦୨୪ରୁ ଆରମ୍ଭ ହେବ । ଏଥିରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୪ ରହିଛି ।…

ସହକର୍ମୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେଲେ ରେଳ କର୍ମଚାରୀ, ୧୪୭ ଟ୍ରେନ ବାତିଲ

ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା ମଧ୍ୟ କରନ୍ତି । ବେଳେ ବେଳେ ଖରାପ ପାଣିପାଗ କିମ୍ବା ବିରୋଧ ଯୋଗୁଁ ଟ୍ରେନ ବିଳମ୍ବ ହେବା ଆପଣ ନିଶ୍ଚିତ ଶୁଣିଥିବେ । ଏହା ସାଧାରଣ କଥା । କିନ୍ତୁ କେବେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଟ୍ରେନ…

ଅଧିକ ଲଗେଜ ଧରି ଟ୍ରେନରେ ଯାତ୍ରା କରୁଛନ୍ତି କି? ତାହେଲେ ଜାଣନ୍ତୁ କେମିତି ଜରିମାନା ଠୁ ପାଇବେ ମୁକ୍ତି

କଣ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି? ଆପଣ ସାଥିରେ ଜିନିଷ ପତ୍ର ଅଧିକ ନେଇଯାଉଛନ୍ତି କି? ତାହେଲେ ଆପଣଙ୍କୁ ଏହି ଖବର ନିହାତି ଜାଣିବା ଦରକାର । ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କ ପାଖରେ ସବୁବେଳେ ପହଁଚାଉ ଲାଟେଷ୍ଟ ଅପଡେଟ୍‌ । ଯେମିତି ଏବେ ଜଣାଇବୁ ଯେ ଯଦି ଆପଣ ଅଧିକ ଲଗେଜ୍‌ ପତ୍ର ଧରି…

ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ, ପ୍ରଭାବିତ ୯୨ଟି ଟ୍ରେନ୍‌

ପଞ୍ଜାବ: ପଞ୍ଜାବରେ କୃଷକ ସଙ୍ଗଠନ ପକ୍ଷରୁ ୩ ଦିନିଆ ‘ରେଳ ରୋକ’ଆନ୍ଦୋଳନ। ଏହି ଆନ୍ଦୋଳନରେ କୃଷକମାନେ ରେଳ ଲାଇନ୍ ରେ ବସିବା ଯୋଗୁ ପ୍ରାୟ ୯୨ଟି ଟ୍ରେନ୍‌ର ଗତିବିଧି ପ୍ରଭାବିତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍‌…

ରେଲୱେର ବଡ ନିଷ୍ପତ୍ତି, ୧୦ ଗୁଣା ବଢିଲା ଟ୍ରେନ ଦୁର୍ଘଟଣା ଅନୁକମ୍ପା ରାଶି

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି ଘୋଷଣା କରିଛି ରେଲେଓ୍ଵ। ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଲେଓ୍ଵ ପକ୍ଷରୁ କୁହାଯାଇଛି । ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ଓ ଅତର୍କିତ ଭାବେ…

ଟ୍ରେନର ସୁରକ୍ଷାକୁ ବଢ଼ାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ, ଡ୍ରାଇଭର ଶୋଇଲେ ଲାଗିବ ଏମର୍ଜେନ୍ସି ବ୍ରେକ

ରେଳବାଇ ଖୁବ୍ ଶୀଘ୍ର ଏକ ଡିଭାଇସ ଆଣିବାକୁ ଯାଉଛି, ଯାହା ଟ୍ରେନର ସୁରକ୍ଷାକୁ ଆହୁରି ବଢ଼ାଇବ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଏପରି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ୍‌ ପ୍ରସ୍ତୁତ କରୁଛି, ଯାହା ଡ୍ରାଇଭର ଶୋଇବା ସମୟରେ ସ୍ୱୟଂଚାଳିତ ଭାବେ ଏମର୍ଜେନ୍ସି ବ୍ରେକ୍ ଲଗାଇବ ।…

ଭାରତୀୟ ରେଳବାଇ ଖାସ ଏହି ଯାତ୍ରୀଙ୍କୁ ଟିକେଟ ଭଡ଼ାରେ ଦେଇଥାଏ ୭୫% ଯାଏ ରିହାତି, ଆପଣ ବି ସାମିଲ ଥାଇ ପାରନ୍ତି

ଆପଣଙ୍କର ଯଦି କୌଣସି ଶାରୀରିକ ସମସ୍ୟା ରହିଛି ମାନେ କିଛି ରୋଗ ଅଛି ତେବେ ରେଳ ବିଭାଗ ଦେଉଛି ବଢିଆ ସୁବିଧା । ଅସୁସ୍ଥ ଲୋକଙ୍କୁ ଭାରତୀୟ ରେଳ ବିଭାଗ ଟ୍ରେନ ଭଡା ଉପରେ ଜବରଦସ୍ତ ରିହାତି ପ୍ରଦାନ କରୁଛି । ଆପଣ ବିଶ୍ୱାସ କରିବେନି କିନ୍ତୁ ରେଳ ବିଭାଗ ଏଭଳି ଲୋକଙ୍କ ଉପରେ ୭୫ % ଯାଏ ଟିକେଟ ଦର…

ଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ ରେଳ ବିଭାଗ ନେଲା ନୂଆ ନିଷ୍ପତି, ରିଜର୍ଭ କୋଚ ବଦଳି ହୋଇଯିବ ଜେନେରାଲ ବଗି

ରେଳ ବିଭାଗକୁ ନେଇ ଜରୁରୀ ସୂଚନା । ଆପଣ ଯଦି କେବେ ଟ୍ରେନ ରେ ଯାତ୍ରା କରୁଥାନ୍ତି ତେବେ ଏହି ଖବର ନିହାତି ଜଣାନ୍ତୁ । ଏଣିକି ରିଜର୍ଭ କୋଚ ହୋଇଯିବ ଜେନେରାଲ ବଗି। ରେଳବାଇ ପକ୍ଷରୁ ଏ ସମ୍ପର୍କରେ ନିଆଯାଇଛି ଏକ ବଡ ନିଷ୍ପତ୍ତି। ବିଭାଗ ଏପରି ଟ୍ରେନ ଚିହ୍ନଟ କରିବାକୁ ଅଧିକାରୀଙ୍କୁ…

ପ୍ରଥମ ଲୋକାଲ ରେଲୱେ ମୋବାଇଲ୍ ଆପ୍ “YATRI APP”

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବାହାର କରାଗଲା ନୂଆ ଆପ । ଯାହାର ନାଁ ରହିଛି ଯାତ୍ରୀ ଆପ । କେନ୍ଦ୍ରୀୟ ରେଳବାଇ ଦ୍ୱାରା ବିକଶିତ ହୋଇଥିବା ଯାତ୍ରୀ ଆପ୍ ଆଜିକାଲି ବେଶୀ ଉପଯୋଗ ହେଉଛି । ଏହା ହେଉଛି ପ୍ରଥମ ଅଫିସିଆଲ୍ ଲୋକାଲ ରେଲୱେ ମୋବାଇଲ୍ ଆପ୍। ଯିଏ ଲୋକାଲ ଟ୍ରେନ ର…