ଗୋଟେ ଟ୍ରାକରେ ରହିଛି ଦୁଇଟି ରେଳ ଷ୍ଟେସନ୍, ଟ୍ରେନ୍ ଧରିବା ପାଇଁ ଲୋକେ ହୁଅନ୍ତି କନଫ୍ୟୁଜ୍
ଭାରତୀୟ ରେଳ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ନେଟଓ୍ଵର୍କ ଏବଂ ଦୁନିଆରେ ସବୁଠାରୁ ଅଧିକ ଚାକିରି ଦେଉଥିବା ସଂସ୍ଥା ଅଟେ । ସମୟ ସହିତ ଭାରତୀୟ ରେଳ ମଧ୍ୟ ନିଜର ରଙ୍ଗ ବଦଳାଉଛି ଏବଂ ଯାତ୍ରୀଙ୍କ ପାଇଁ ନୂଆ ନୂଆ ସୁବିଧା ଯୋଡିବାରେ ଲାଗିଛି । ଭାରତୀୟ ରେଳର ଅନେକ ଏପରି ରୋଚକପୂର୍ଣ୍ଣ ତଥ୍ୟ…